Monthly Archives

April 2019

ଉତ୍ସାହ ଓ ଉଦ୍ଦୀପନା ସହ ମତଦାନ ଆରମ୍ଭ

ଆରମ୍ଭରୁ କିଛି କେନ୍ଦ୍ର ରେ ଇଭିଏମ ଅଚଳ ପରେ ସ୍ଥିତି ସାମାନ୍ୟ କରାଗଲା ଅପରାହ୍ନ ୧ଟା ପର୍ଯ୍ୟନ୍ତ ୨୨ ରୁ ୪୮ ପ୍ରତିଶତ ସହିତ ହାରାହାରି ୩୩.୬ ପ୍ରତିଶତ ମତଦାନ ସମ୍ବଲପୁର, ଓଡିଶା ରେ ତୃତୀୟ ପର୍ଯ୍ୟାୟରେ ପରିଚାଳିତ ମତଦାନ ପ୍ରକ୍ରିୟାରେ ଆଜି ଏଠାରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା…
Read More...

ପ୍ରଜ୍ଞା ସିଂ ଠାକୁର ଆଜି ପ୍ରାର୍ଥୀପତ୍ର ଦାଖଲ କଲେ

ଭୋପାଳ : ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେ ବିଜେପି ପକ୍ଷରୁ ଏହି ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ବରିଷ୍ଠ ନେତା ଦିଗବିଜୟ…
Read More...

କଲମ୍ବୋରେ ଆଜି ପୁଣି ଥରେ ବିସ୍ଫୋରଣ

କଲମ୍ବୋ: ଶ୍ରୀଲଙ୍କା ରଜଧାନୀ କଲମ୍ବୋରେ ସୋମବାର ଆଉ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତହ ହୋଇନାହାନ୍ତି। ଏହି ବିସ୍ଫୋରଣଟି ଚର୍ଚ ନିକଟରେ ଘଟିଛି। ଚର୍ଚ ନିକଟରେ ଥିବା ଅନ୍ୟ ବୋମାଗୁଡ଼ିକୁ ପୁଲିସ୍‌ ଖୋଜି ନିସ୍କ୍ରିୟ କରିବା କାର୍ଯ୍ୟ ଆରମ୍ଭ କରିଛି। ଶ୍ରୀଲଙ୍କା…
Read More...

ଆସନ୍ତାକାଲି ୩ୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ଆସନ୍ତା କାଲି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସମାପ୍ତ ହେବ । ଏହି ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଥିଲା । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟରେ…
Read More...

କାଦପଡା ରାମଲୀଳା ଯାତ୍ରା ଉଦଯାପିତ :ରାବଣ ବଧ ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡାର ମାରୁତି ମଣ୍ଡପରେ ଚାଲିଥିବା ରାମଲୀଳା ଯାତ୍ରା ଉଦଯାପିତ ହୋଇଯାଇଛି । ଶନିବାର ସଂଧ୍ୟାରେ ରାମ-ରାବଣ ସମର ଶୋଭାଯାତ୍ରା ସହ ମହିରାବଣ ବଧ, ରାବଣ ବଧ ଓ ଶ୍ରୀରାମ ରାଜ୍ୟାଭିଷେକ ନାଟକ ମଞ୍ଚସ୍ଥ ହୋଇଯାଇଛି । ସଂଧ୍ୟା ୯…
Read More...

ନିର୍ବାଚନୀ ପ୍ରଚାର ପାଇଁ ଶୁଭାଙ୍ଗିଙ୍କ ପାଖରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ : ପୁଣି ଥରେ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶୁଭାଙ୍ଗି ଅତ୍ରୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଅଙ୍ଗୁରି ଭାବି ନାମରେ ପରିଚିତ ଥିବା ଶୁଭାଙ୍ଗିଙ୍କୁ ଏବେ ବହୁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କରିବାର ପ୍ରସ୍ତାବ ଆସୁଥିବା ଜଣା ପଡ଼ିଛି । ଏ ନେଇ ନିଜେ ଶୁଭାଙ୍ଗି…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ପ୍ରିୟଙ୍କା ଚତୁର୍ବେଦୀ ଶିବସେନାର ଯୋଗ ଦେଇଛନ୍ତି । ଶିବସେନା ନେତା ସଂଜୟ ରାଉତ ଏହି ଖବର ପୂର୍ବରୁ ଦେଇଥିଲେ । ଶିବସେନାରେ ମିଶିବା ପରେ ପ୍ରିୟଙ୍କା ଏକ ଟ୍ଵିଟ୍‌ କରି କହିଛନ୍ତି ‘କଂଗ୍ରେସରୁ ଇସ୍ତଫା ଦେବା ପରେ ବହୁ ମାନସ ମନ୍ଥନ କରି ଶେଷର…
Read More...

ବିଜେଡି ମହିଳାମାନଙ୍କୁ ହକ୍‌ ଦେଇଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନା ଠାରୁ ଦୁଇଗୁଣ ଟଙ୍କା ପାଉଥିବା କଥା ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅଭିଯାନରେ ନୟଗଡ଼ର ରଣପୁର ଠାରେ ଆୟୋଜିତ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

କଙ୍ଗନା ଓ ରାଜ କୁମାରଙ୍କ ଭୟାନକ ଫିଲ୍ମ ‘ମେଣ୍ଟାଲ୍‌ ହେ କ୍ୟା’

ମୁମ୍ବାଇ: ‘ମଣିକର୍ଣ୍ଣିକା’ର ସଫଳତା ପରେ ଏବେ ବଲିଉଡର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତଙ୍କର ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ପ୍ରସ୍ତୁତ। ଏହି ଫିଲ୍ମ ହେଲା ‘ମେଣ୍ଟାଲ୍‌ ହେ କ୍ୟା’ଏଥିରେ କଙ୍ଗନାଙ୍କ ସହ ଜଣାଶୁଣା ଅଭିନେତା ରାଜ କୁମାର ରାଓ ଅଛନ୍ତି ମୁଖ୍ୟ ଭୂମିକାରେ। ଏହି ଫିଲ୍ମର…
Read More...