ଆସନ୍ତାକାଲି ଲଞ୍ଚ ହେବ ୫-ଜି

0 31

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୫-ଜି ସେବାର ଶୁଭ ଉଦଘାଟନ କରିବେ । ଦିଲ୍ଲୀ ଦ୍ୱାରକା ସେକ୍ଟର-୨୫ରେ ଏହି ସେବାର ଶୁଭ ଉଦଘାଟନ କରିବେ ମୋଦୀ । ନିର୍ମାଣାଧିନ ଅଇଆଇସିସି ପରିସରରେ ଥିବା ସୁଡଙ୍ଗକୁ ଏହି ସେବାର ଉଦଘାଟନ ପାଇଁ ଚୟନ କରାଯାଇଛି । ଏହା ଭିତରେ ୫ଜି ସେଟଅପର ଦୂରସଞ୍ଚାର ଉପକରଣ,କ୍ୟାମେରା,ଅପ୍ଟିକାଲ ଫାଇବର କେବୁଲ ରଖାଯାଇଛି । ଆସନ୍ତା କାଲି ଏହାକୁ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ପାଇଁ ଲଞ୍ଚ କରାଯାଉଥିବାବେଳେ , ସାଧାରଣ ଲୋକେ ଏହି ସେବା ପାଇବାକୁ ଆହୁରି ବର୍ଷେ ସମୟ ଲାଗିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 16 =