Monthly Archives

March 2021

ଶ୍ରୀ ଧବଳେଶ୍ୱରଙ୍କ ପୀଠରୁ ପାରଂପରିକ ପୂଜାବିଧି ପରେ ଦଣ୍ଡ ଉଠିଲା

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଧଳପୁର ଗ୍ରାମରେ ମହାନଦୀ କୂଳରେ ଥିବା ଶ୍ରୀ ଧବଳେଶ୍ୱରଙ୍କ ଶୈବପୀଠରୁ ପବିତ୍ର ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ପାରଂପରିକ ପୂଜାବିଧି ଅନୁଷ୍ଠିତ ହୋଇ ତେର ଭୋକ୍ତା, ସେବାୟତ ଓ ଭକ୍ତ ମାନଙ୍କ ଉପସ୍ଥିତିରେ ଦଣ୍ଡ ଉଠିଥିବା…
Read More...

ବନ୍ଧୁକ ମୁନରେ ୨୧ଲକ୍ଷ ଲୁଟ ଘଟଣାର ଅବଶିଷ୍ଟ ୨ଡକାୟତ ଗିରଫ

ସୋନପୁର, ୩୦/୩- ଗତ ୧୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘଲପୁର ଠାରେ ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣାର ଅବଶିଷ୍ଟ ୨ଜଣ ଡ଼କାୟତ ଧରା ପଡିଛନ୍ତି । ତାଙ୍କ ଠାରୁ ଲୁଟ ହୋଇଥିବା ୨ଲକ୍ଷ ୮୬ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଡକାୟତ ଦୁଇ ଜଣ ହେଲେ ରାଜେନ୍ଦ୍ର…
Read More...

ଆବାସ ଯୋଜନାର ଘର ବଂଟନରେ ଅନିୟମିତତା ଅଭିଯୋଗ

ବୌଦ୍ଧ,୩୦/୩ - ବୌଦ୍ଧବ୍ଲକ୍‌ ପଦ୍ମନପୁର୍‌ ଗ୍ରାମ ପଂଚାୟତ ଦାମୋଦରପୁର୍‌ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ବଂଟନରେ ଅନିୟମିତତା ଅଭିଯୋଗ କରି ଘର ପାଇବାରୁ ବଂଚିତ ହେଉଥିବା ହିତାଧିକାରୀ ବୌଦ୍ଧ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ…
Read More...

ମାଓ ସାମଗ୍ରୀ ଜବତ

ଫୁଲବାଣୀ,୩୦/୩ : କନ୍ଧମାଳ ପୋଲିସକୁ ମିଳିଛି ସଫଳତା । ଗତ ୨୮.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ୟା ସମୟରେ ଏସ ଓ ଜି ଓ ଡିଭିଏଫ ଗୋଚ୍ଛାପଡା ଥାନା ଅନ୍ତର୍ଗତ ରାଇଘର ଗ୍ରାମର ଜଙ୍ଗଲରେ ମିଳିତ ଭାବେ କୁମ୍ବିଂ କରିଥିଲେ । ଯାହାଫଳରେ ମାଓ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ତରଫରୁ…
Read More...

ବିବାହ ଭୋଜିରେ ଗଣ୍ଡଗୋଳ, ସପ୍ତାହେ ପରେ ବି ଧରାପଡି ନାହାନ୍ତି ଆସାମୀ

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ୍‌ ଗ୍ରାମରେ ଗତ ୨୦ ତାରିଖରେ ଏକ ବିବାହ ଭୋଜିରେ ହୋଇଥିବା ଗଣ୍ଡଗୋଳ ଓ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ସପ୍ତାହେ ବିତି ଯାଇଥିଲେ ମଧ୍ୟ ଧରା ପଡିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଲୁଣିବାହାଲ…
Read More...

ବସନ୍ତ ମିଳନ କବିତା ଆସର ଅନୁଷ୍ଠିତ

ବୌଦ୍ଧ,୩୦/୩ - ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ବୌଦ୍ଧ ଟାଉନ୍‌ହଲ୍‌ ପରିସରରେ ଆୟୋଜିତ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଅବସରରେ ଉଦଯାପନୀ ଦିବସରେ ବସନ୍ତ ମିଳନ କବିତା ଆସର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ…
Read More...

ଗୁଜ ପାହାଡରେ ନିଆଁ ଲିଭାଇଲେ ବନ କର୍ମଚାରୀ ଓ ଗ୍ରାମବାସୀ

ବୌଦ୍ଧ ,୩୦/୩- ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ଫରେଷ୍ଟ ଅନ୍ତର୍ଗତ ଭରୁଆ ଗ୍ରାମରେ ଥିବା ଗୁଜ ପାହାଡରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଗ୍ରାମ୍ୟ ବନ ସୁରକ୍ଷା ସମିତିର କର୍ମକର୍ତ୍ତା, ଗ୍ରାମବାସୀ ଓ ବନ କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ନିଆଁକୁ…
Read More...

ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଉଦଯାପିତ

ବୌଦ୍ଧ,୨୯/୩ - ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଏବଂ ପୁସ୍ତକ ଓ ପତ୍ର ପତ୍ରିକା ପ୍ରଦର୍ଶନୀ ଗତକାଲି ଉଦଯାପିତ ହୋଇ ଯାଇଛି । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ…
Read More...

ବ୍ଲେଡରେ ଆକ୍ରମଣ, ଜଣେ ଗୁରୁତର

ବୌଦ୍ଧ/ଜହ୍ନାପଙ୍କ,୨୯/୩ - ବୌଦ୍ଧ ଥାନା ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ ବ୍ଲେଡରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ…
Read More...

କନ୍ଧମାଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା

ଫୁଲବାଣୀ,୨୮/୩:ଦିନକୁ ଦିନ ଗଞ୍ଜେଇ କାରବାର କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଵିଶେଷ କରି ପାଠପଢା ଶିକ୍ଷିତ ଯୁବକଙ୍କ ଏ କ୍ଷେତ୍ରରେ ବେଶି ମାତ୍ରାରେ ସଂଶ୍ଲିଷ୍ଟ ଥିବାର ଦେଖିବାକୁ ମିଳୁଛି ।ଏହାର ମୁଖ୍ୟ କାରଣ ବେରୋଜଗାରୀ । ଆଜି କନ୍ଧମାଳ ଅବକାରୀ ବିଭାଗ ଦୁଇଟି ଗାଡି ଉପରେ…
Read More...