Monthly Archives

March 2021

କମିରାରେ ଗ୍ରାମୀଣ ଡାକ ଜୀବନ ବୀମା ଓ ସଂଚୟ ମେଳା

ବୌଦ୍ଧ/ଜହ୍ନାପଙ୍କ,୨୮/୩ - ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ଫୁଲବାଣୀ ଡାକମଣ୍ଡଳ ଓ ବୌଦ୍ଧ ଡାକ ଉପମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ଜୀବନ ବୀମା ଓ ସଂଚୟ ଜମା ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ବିଦ୍ୟାଦାତ୍ରୀ…
Read More...

ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

କଣ୍ଟାବାଞ୍ଜି,୨୮/୩- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ କ୍ଷେତ୍ର ତୁରିକେଲା ବ୍ଲକ ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ମହୁଲବାହାଳୀ ଆମ୍ବ ବଗିଚା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଆଶାଦୁଲ୍ଲା ଖାଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ…
Read More...

କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି, ବୌଦ୍ଧରେ କେବେ ?

ବୌଦ୍ଧ,୨୮/୩ - ଗଞ୍ଜାମ ପରେ କନ୍ଧମାଳ ଜିଲ୍ଲାପାଳ ଦଣ୍ଡଯାତ୍ରାକୁ ଅନୁମତି ଦେଇଥିବା ବେଳେ ବୌଦ୍ଧରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତ ମାନେ ଚାତକ ପରି ଅପେକ୍ଷା କରି ରହିଛନ୍ତି l ବୌଦ୍ଧ ଜିଲ୍ଲାରେ ଦଣ୍ଡ…
Read More...

ଫୁଲବାଣୀ ଓକିଲ ସଂଘର ନିର୍ବାଚନ, ସଭାପତି ସିଦ୍ଧେଶ୍ୱର, ସମ୍ପାଦକ ଅଜିତ

ଫୁଲବାଣୀ,୨୭/୩ - ସ୍ଥାନୀୟ ଫୁଲବାଣୀ ଓକିଲ ବାର ପରିସରରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆଜି ସକାଳ ୮ଟା ରୁ ଆରମ୍ଭ ହୋଇ ୩ଟା ରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ। ସେଥି ମଧ୍ୟରୁ ସଭାପତି ପଦ ପାଇଁ ଦୁଇ ଜଣ ପ୍ରତିଦ୍ବନ୍ଦିତା କରୁଥିବା…
Read More...

କାଠ ପଟା ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଦୁଇଜଣ ଗିରଫ

ବାଲିଗୁଡ଼ା,୨୭/୩- କାଠ ପଟା ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳର ପୂଜା ଘାଟି ନିକଟରେ ଚଢ଼ାଉ କରିଛି ବନବିଭାଗ l ଗୁଛୁକା ଗାଁ ରୁ ତୁମୁଡିବନ୍ଧ ଅଞ୍ଚଳକୁ କାଠ ପଟା ଚୋରା ଚାଲାଣ ବେଳେ ପିକ୍ଅପ୍ ଭ୍ୟାନ୍ ସମେତ 80 ଖଣ୍ଡ ପିଆଶାଳ ପଟା ଜବତ…
Read More...

କିଓସ୍କ ବ୍ୟାଙ୍କରେ ଟଙ୍କା ହଡ଼ପ ଅଭିଯୋଗ ଯାଞ୍ଚ୍ ପରେ ବ୍ୟାଙ୍କ୍ ସିଲ୍ କଲା କୋଟଗଡ଼ ପୋଲିସ୍

ବାଲିଗୁଡ଼ା,୨୭/୩: କନ୍ଧମାଳ ଜିଲ୍ଲା କୋଟଗଡ଼ SBI କିଓସ୍କୋ ବ୍ୟାଙ୍କରେ ପୋଲିସ୍ ପକ୍ଷରୁ ଚଢ଼ାଉ । ବେଆଇନ୍ ଟଙ୍କା କାରବାର ଅଭିଯୋଗରେ ତାଲା ଭାଙ୍ଗି କମ୍ପୁଟର ସିଜ୍ କଲା କୋଟଗଡ଼ ପୋଲିସ | ସୂଚନା ପ୍ରକାରେ ଗତ ୧୨ତାରିଖରେ ପୃଥକ ପୃଥକ ଗ୍ରାମର ଦୁଇଜଣ ଲୋକ ମାର୍କଣ୍ଡ ନାୟକ ଓ ବିଜୟ ମଣ୍ଡଳମାଝୀ…
Read More...

ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଉଦଘାଟିତ

ବୌଦ୍ଧ,୨୭/୩ - ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧର ବରିଷ୍ଠ…
Read More...

ଗଞ୍ଜେଇ ମହଜୁଦ ଥିବା କୁଡ଼ିଆରେ ପୋଲିସ୍ ପକ୍ଷରୁ ଚଢ଼ାଉ ୪୫୦କେଜି ୮୦୦ଗ୍ରାମ୍ ଗଞ୍ଜେଇ ଜବତ,ଦୁଇ ମାଫିଆ ଗିରଫ

ବାଲିଗୁଡ଼ା,୨୭/୩: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ସ୍ଥାନରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଘଟଣାରେ ସମ୍ପୃକ୍ତ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍…
Read More...

ଦୁଇ ବାଇକ ମଧ୍ୟରେ ଧକ୍କା, 5 ଆହତ

ବୌଦ୍ଧ,୨୬/୩ : ଆଜି ସଂନ୍ଧ୍ୟାରେ ହରଭଙ୍ଗା ଆମ୍ବେଦକର ଖେଳପଡିଆ ନିକଟରେ ବାଇକ ସହିତ ବାଇକ ଧକ୍କାରେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆହତ ମାନଙ୍କ ମଧ୍ୟରେ ସୁଧିର କୁମାର ଦେହୁରୀ(୩୦),ବାସୁମତି ଦେହୁରୀ(୪୦) ଚିନ୍ମୟ ଦେହୁରୀ(୦୯),ଶୁଭଶ୍ମିତା ଦେହୁରୀ(୦୬)…
Read More...

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବୌଦ୍ଧ, ୨୬୵୦୩ - ପରୀ ଚାରିଟେବୁଲ ଟ୍ରଷ୍ଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ମିଳିତ ଉଦ୍ୟମ ରେ ଆଜି ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଏନ୍ ସି ଜ୍ୟୋତିରଂଜନ ଯୋଗଦେଇ ଥିବା ବେଳେ…
Read More...