Monthly Archives

March 2021

ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ବାଲିଗୁଡାରେ ସଫଳ

ବାଲିଗୁଡା,୨୬/୦୩- କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଜଣାଇ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବାଲିଗୁଡା…
Read More...

ବେଲଘର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡ଼ା,୨୬/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ବେଲଘର ବନାଞ୍ଚଳର ଗୁମା ସେକ୍ସନ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ୱର ମଲ୍ଲିକଙ୍କ…
Read More...

ବେଲାର ବନାଞ୍ଚଳରେ ବାଘ ଆତଙ୍କ, ବଳଦକୁ ବାଘ ଖାଇଥିବା ଅଭିଯୋଗ

ବାଲିଗୁଡ଼ା,୨୬/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳରେ ବାଘ ଆତଙ୍କ । ବେଲଘର ବନାଞ୍ଚଳର ଗୁମା ତଗାପାଙ୍ଗା ଜଙ୍ଗଲରେ ଗୋଟିଏ ବଳଦକୁ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି ବନବିଭାଗ ନିକଟରେ । ବଳଦ ମାଲିକ ସୁରେଶ୍ବର ମଲ୍ଲିକଙ୍କ ଅଭିଯୋଗ ପ୍ରକାରେ ବନବିଭାଗ ପକ୍ଷରୁ ତଦନ୍ତ…
Read More...

ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ

ବାଲିଗୁଡ଼ା,୨୬/୩- ଗୃହ ମନ୍ତ୍ରଣାଳୟ ଭାରତ ସରକାର ଏବଂ ଶ୍ରୀ ଏସ.କେ ମହାନ୍ତି, ଇନ୍ସପେକ୍ଟର ଜେନେରାଲ୍‌ ପୋଲିସ୍‌, ଓଡିଶା ସେକ୍ଟର, ସିଆରପିଏଫ ଦ୍ୱାରା ବାଲିଗୁଡ଼ା ଥାନା ରେବିଙ୍ଗିଆଠାରେ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍‌ ୧୨୭…
Read More...

ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା, ୧୦ ଯାତ୍ରୀ ଆହତ

ବୌଦ୍ଧ,୨୬/୩: ଆଜି ଭୋର ସମୟରେ ୫୭ନମ୍ବର ଜାତୀୟ ରାଜପଥର ମଥୁରା ଗ୍ରାମ ପଞ୍ଚାୟତ ଖଜୁରୀପଡା ନିକଟରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ସେମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଥିବା ଜଣାପଡିଛି । ମିଳିଥିବା…
Read More...

ରେବିଙ୍ଗିଆ ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର,ପୋଲିସର ଛାନଭିନ୍

ବାଲିଗୁଡ଼ା,୨୫/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତର ତୁଲିପାଜୁ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍‌ । ସୂଚନା ପ୍ରକାରେ ରେବିଙ୍ଗିଆ ପଞ୍ଚାୟତର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତି ଏକ ଭୋଜିକୁ ଯାଇ ଗତ ଫେବୃଆରୀ ୨୨ ତାରିଖରୁ ନିଖୋଜ ଥିଲେ ।…
Read More...

ଯୁବ ରେଡକ୍ରସ ତରଫରୁ କରୋନାର ଦ୍ୱିତୀୟ ଦଫା ସଂକ୍ରମଣ ପାଇଁ ସଚେତନତା

ବୌଦ୍ଧ,୨୫/୩- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ସଂକ୍ରମଣ ଉପରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସର ଜିଲ୍ଲା ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ‘ନୋ…
Read More...

ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ହାତଧୁଆ କାର୍ଯ୍ୟକ୍ରମ

ବୌଦ୍ଧ/ବାଉଁଶୁଣୀ,୨୫/୩- ବୌଦ୍ଧବ୍ଲକ ବାଉଁଶୁଣୀ ସେକ୍ଟରର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡର ଦ୍ୱିତୀୟ ଲହରକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ସମସ୍ତ ଲୋକଙ୍କୁ ସାବୁନ କିମ୍ବା ସାନିଟାଇଜରରେ…
Read More...

ଗରିବଙ୍କ ପାଇଁ ଆବାସ ଯୋଜନା ସାତ ସପନ !

ବୌଦ୍ଧ,୨୫/୩- ଗରିବ ଲୋକ କିପରି ସୁବିଧାରେ ରହିପାରିବେ ଏଥିପାଇଁ ସରକାର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ବିଜୁ ପକ୍କା ଘର ଯୋଜନାରେ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି । ହେଲେ ମୂର୍ଷୁଣ୍ଢିି ପଂଚାୟତରେ ଏଇ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗରିବଙ୍କୁ ମିଳୁନାହିଁ ପକ୍କା ଘର,…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

ବୌଦ୍ଧ,୨୪/୩ - ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ବୌଦ୍ଧ - ହରଭଙ୍ଗା ପୁରୁଣା ଜଗନ୍ନାଥ ସଡକର ପରଗଲପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ସେଥିରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3…
Read More...