ଶ୍ରୀ ଧବଳେଶ୍ୱରଙ୍କ ପୀଠରୁ ପାରଂପରିକ ପୂଜାବିଧି ପରେ ଦଣ୍ଡ ଉଠିଲା

0 2,862

ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ଧଳପୁର ଗ୍ରାମରେ ମହାନଦୀ କୂଳରେ ଥିବା ଶ୍ରୀ ଧବଳେଶ୍ୱରଙ୍କ ଶୈବପୀଠରୁ ପବିତ୍ର ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ପାରଂପରିକ ପୂଜାବିଧି ଅନୁଷ୍ଠିତ ହୋଇ ତେର ଭୋକ୍ତା, ସେବାୟତ ଓ ଭକ୍ତ ମାନଙ୍କ ଉପସ୍ଥିତିରେ ଦଣ୍ଡ ଉଠିଥିବା ଜଣାପଡିଛି । କୋଭିଡ୍‌ ପ୍ରୋଟୋକଲ ଅନୁପାଳନ କରି ସଂସ୍କୃତି ଓ ପରଂପରାକୁ ରକ୍ଷାପାଇଁଁ ଚଳିତବର୍ଷ ପାରଂପରିକ ୧୭ ଦିନ ପରିବର୍ତ୍ତେ କମ୍‌ଦିନ ପାଇଁଁ ଦଣ୍ଡ ଉଠିଥିବା ସୁଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × three =