ଗୁଜ ପାହାଡରେ ନିଆଁ ଲିଭାଇଲେ ବନ କର୍ମଚାରୀ ଓ ଗ୍ରାମବାସୀ

0 465

ବୌଦ୍ଧ ,୩୦/୩- ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ଫରେଷ୍ଟ ଅନ୍ତର୍ଗତ ଭରୁଆ ଗ୍ରାମରେ ଥିବା ଗୁଜ ପାହାଡରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଗ୍ରାମ୍ୟ ବନ ସୁରକ୍ଷା ସମିତିର କର୍ମକର୍ତ୍ତା, ଗ୍ରାମବାସୀ ଓ ବନ କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରା ଯାଇଥିଲା | ଗ୍ରାମର ବିକେଶନ ଭଇନା, ପୀତବାସ ଭାଇନା, ପଞ୍ଚାନନ ମଲ୍ଲିକ, ଶରତ କହଁର , ତୁମ୍ବେଶ୍ବର୍ କହଁର, ତ୍ରିନାଥ କହଁର ଓ ଅନ୍ୟ ଗ୍ରାମବାସୀ ମାନେ ବନାଗ୍ନୀକୁ ଲିଭାଇବା କାମରେ ପ୍ରମୁଖ ଭୂମିକା ତୁଲାଇଥିଲେ l

hiranchal ad1
Leave A Reply

Your email address will not be published.

20 − 16 =