Monthly Archives

October 2023

ପାରା ପ୍ରେମରେ ଗଣପତିଙ୍କ ପରିବାର; ୫ହଜାର ପାରାକୁ ସୁରକ୍ଷା ଦେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିତିଛନ୍ତି ପୁରସ୍କାର

ନୂଆପଡ଼ା : ମଣିଷ ଦିନକୁ ଦିନ ଜୀବଜନ୍ତୁଙ୍କ ପ୍ରତି ହିଂସ୍ର ହୋଇ ପଡିଛି ହେଲେ ସମଜରେ ଏବେ ମଧ୍ୟ ଏମିତି ବ୍ୟକ୍ତି ଆଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କ ପ୍ରମରେ ପଡିଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ନୂଆପଡାର ଗଣପତି ନାଏକ । ସେ ପ୍ରତିଦିନ ପ୍ରାୟ ୫ ହଜାର ପାରାଙ୍କୁ ଖାଦ୍ୟ ପ୍ରଦାନ…
Read More...

ବୌଦ୍ଧରୁ ୬୧ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥ ଯାତ୍ରାରେ

ବୌଦ୍ଧ,୩୦/୧୦:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବୌଦ୍ଧରୁ ତ୍ରିଭେନ୍ଦ୍ରମ ଓ କନ୍ୟାକୁମାରୀକୁ ଯାଇଛନ୍ତି ୬୧…
Read More...

ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ବୌଦ୍ଧ,୩୦/୧୦:- ବୌଦ୍ଧ ଜିଲ୍ଲା ପ୍ରଶାସନ, ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ଆଦି ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସଚେତନତା ପାଇଁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ…
Read More...

ସିଏମ୍‌ସିରେ ଦୁର୍ନୀତି ସଚେତନତା କାର୍ଯ୍ୟକ୍ରମ

କଟକ: ସମାଜର ପ୍ରତ୍ୟେକସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ କରି ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଠାରୁ ଆସନ୍ତା ମାସ ନଭେମ୍ବର ମାସ ୫ତାରିଖ ପର୍ଯ୍ୟନ୍ତ…
Read More...

ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ଘୁ. ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଗତ ଜୁଲାଇ ୧୭ ତାରିଖ ଦିନ ଅକାଳ ବିୟୋଗ ପରେ ଖାଲି ପଡିଥିବା ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ଆଜି ଠାରୁ…
Read More...

ବିଶ୍ୱ ମିତବ୍ୟୟତା ଦିବସ ପାଳିତ

ନୂଆପଡ଼ା: ରାଜ୍ୟର ଅର୍ଥବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ନୂଆପଡ଼ା ଠାରେ ବିଶ୍ୱ ମିତବ୍ୟୟତା ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ ଅଧିକାରୀ ବିବେକାନନ୍ଦ ମହାନନ୍ଦ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ…
Read More...

କଳା ଉତ୍ସବ ଓ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଅନୁଷ୍ଠିତ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା ବିଭାଗ ଆନୁକୁଲ୍ୟରେ ଆଜି ନୂଆଗାଁ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଭିଜିଲାନ୍ସ ସପ୍ତାହ ପ୍ରତିଯୋଗୀତା ଓ ନୂଆଗାଁ ପ୍ରାଇମେରୀ ସ୍କୁଲ ମଧ୍ୟରେ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଶିକ୍ଷା ବିଭାଗ ଅନୁକୂଲ୍ୟରେ ଏହି ପ୍ରତିଯୋଗୀତା ପ୍ରତ୍ୟେକ…
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହା ଭାରତ ତଥା ରାଜ୍ୟରେ ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥରର ବିଷୟବସ୍ତୁ ରହିଛି "ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି…
Read More...

ଆମ ଓଡିଶା ନବୀନ ଓଡିଶା: ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…
Read More...

ଦଶପଲ୍ଲାକୁ ଗଡୁନି ରେଳ, ଆନ୍ଦୋଳନ ପାଇଁ ସଜବାଜ

ଦଶପଲ୍ଲା : ଭାରତୀୟ ରେଳ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରୀଙ୍କ ଅବହେଳା ପାଇଁ ଦଶପଲ୍ଲାକୁ ରେଳ ଚଳାଚଳ କରିବାରେ ଦେଖାଦେଉଛି ଅହେତୁକ ବିଳମ୍ବ । ରେଳ ଚଳାଚଳ ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟ ଶେଷ ହୋଇଥିବା ବେଳେ କେବେ ରେଳ ଚଳାଚଳ ହେବ ସେ ନେଇ କୌଣସି ଦିନଧାର୍ଯ୍ୟ କରାଯାଉନାହିଁ ।…
Read More...