Monthly Archives

October 2023

କନ୍ଧମାଳରେ ଦୁଇଟି ନୂଆ ପର୍ଯ୍ୟଟନ ସ୍ଥଳର ସନ୍ଧାନ

ଫୁଲବାଣୀ: ଖଜୁରିପଡା ଠାରୁ ଭୁବନେଶ୍ୱର ଅଭିମୁଖେ ୪ ରୁ ୫ କିଲୋମିଟର ପରେ ବାମ ପାର୍ଶ୍ୱରେ ଏକ ଛୋଟିଆ ପୋଖରୀ ପଡେ । ସେହି ପୋଖରୀର ଦକ୍ଷିଣ କଡ଼ରେ ଏକ ପାଦଚଲା ରାସ୍ତା ଯାହା ଗାଈ, ବଳଦ ଏବଂ ଛେଳି, ମେଣ୍ଢାଙ୍କ ଦ୍ୱାରା ସୃଷ୍ଟି ହୋଇ ଲମ୍ବି ଯାଇଛି ପାଖ ଜଙ୍ଗଲ ଆଡ଼କୁ । ସେହି ରାସ୍ତାରେ ପ୍ରାୟ…
Read More...

ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ

ପୁରୀ: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ରାଜ୍ୟପାଳ ଟ୍ରେନରେ ଝାଡଖଣ୍ଡରୁ ଆସି ସକାଳ ପ୍ରାୟ ୫ ଟା ୦୫ ରେ ପୁରୀ ଷ୍ଟେସନରେ ପହଞ୍ଚିଛନ୍ତି । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ଯାଇ…
Read More...

ପୁରୀରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ପୁରୀ:ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଷ୍ୟାଳୀ ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି।ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଷ୍ୟାଳୀ ମାନେ…
Read More...

ଓଡିଶା ସ୍କୁୟା ମାର୍ଶିଆଲ ଆର୍ଟସର ଖେଳାଳିମାନଙ୍କର ବିଧାୟକ ମୋକିମଙ୍କ ସହ ସାକ୍ଷାତ

କଟକ:ଚଳିତ ବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଥିବା ୩୭ ତମ ନେସନାଲ ଗେମରେ ଓଡିଶାର ସ୍କୁୟା ମାର୍ଶିଆଲ ଆର୍ଟସର (SQAY MARTIAL ARTS) ଖେଳାଳିମାନେ ବାରବାଟୀ-କଟକ ବିଧାୟକ ଇଂମହମ୍ମଦ ମୋକିମଙ୍କୁ ତାଙ୍କ ସେଲଟର ଛକ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଭେଟିଥିଲେ । ଏହି ଅବସରରେ ବିଧାୟକ ମୋକିମ…
Read More...

ଗଣିଆରେ ଓଡ଼ିଶା ବିପର୍ଯ୍ୟୟ ନିରାକରଣ ପ୍ରସ୍ତୁତି ଦିବସ ପାଳିତ

ଗଣିଆ:ରବିବାର ପୂର୍ବାହ୍ନରେ ଗଣିଆ ବ୍ଳକ ସଭାଗୃହରେ ଓଡ଼ିଶା ବିପର୍ଯ୍ୟୟ ନିରାକରଣ ପ୍ରସ୍ତୁତି ଦିବସ ପାଳିତ ହୋଇଯାଇଛି । ଗ୍ରାମପଂଚାୟତ ଅଧିକାର ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଏବିଡିଓ ରତନଲାଲା ଲୋହରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ବିପିଏମ…
Read More...

ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ -୨୦୨୩ ପାଳିତ

ଫୁଲବାଣୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ଜରୁରୀ କାଳୀନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ -୨୦୨୩ ପାଳିତ ହୋଇଯାଇଛି ।ସମ୍ଭାବ୍ୟ…
Read More...

ବୌଦ୍ଧରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ

ବୌଦ୍ଧ,୨୯/୧୦:- ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳ ୯ ଘଟିକା ସମୟରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ସଚେତନତା ରା଼ଲିର ଶୁଭ ଉଦଘାଟନ କରିଥିଲେ…
Read More...

ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।କ୍ରୀଡ଼ାରେ ତାଙ୍କର ଦକ୍ଷତାକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ…
Read More...

ନୂଆଗାଁରେ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ନୂଆଗାଁ : ନୂଆଗାଁ ବ୍ଲକ ପରିସରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ଦିବସ ୨୦୨୩ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଦ୍ୱାରା ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ପ୍ରତ୍ୟେକ ବ୍ଲକ ମଧ୍ୟରେ ଏହି…
Read More...

୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ବୌଦ୍ଧର ଟେନିଶା ମେହେର

ବୌଦ୍ଧ,୨୯/୧୦:- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରଠାରେ ଆୟୋଜିତ ୨୪ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ତୀରନ୍ଦାଜୀ ଟେନିଶା ମେହେର ଇଣ୍ଡିଆନ ରାଉଣ୍ଡ ବାଳିକା ବିଭାଗରେ ୬୪୨ ସ୍କୋର ସହ ତୃତୀୟ ସ୍ଥାନ ପାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।…
Read More...