Monthly Archives

June 2020

ଭି, ଏସ୍, ଏସ୍ ନଗରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଆଜି ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ପ୍ରଭୂଜୀ ଇଙ୍ଗ୍ଲିସ ମିଡିଅମ୍ ସ୍କୁଲ୍,କ୍ରିୟାଯୋଗ ଆଶ୍ରମ ପରିସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ " ଜୀବନ ବିନ୍ଦୁ" ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହିତ ୩୫…
Read More...

ମହାନଦୀ ସେତୁରୁ ମା ସହିତ ଶିଶୁ ନିଖୋଜ, ଆତ୍ମହତ୍ୟା ନା ଅପହରଣ ସେନେଇ ପୁଲିସ ତଦନ୍ତ ଅବ୍ଯାହତ

ସମ୍ବଲପୁର: ଏଠାରେ ମହାନଦୀ ଉପରେ ନବନିର୍ମିତ ଦ୍ବିତୀୟ ସେତୁରୁ ଗତକାଲି ସନ୍ଧ୍ୟାରୁ ନିଜର ତିନି ବର୍ଷର ଶିଶୁକନ୍ଯା ସହିତ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ଉକ୍ତ ମହିଳାଜଣକ ସ୍ଥାନୀୟ ଧମା ନିବାସୀ ଓ ତାଙ୍କର ନାମ ପୂଜା(୨୯) ଓ ତାଙ୍କ ଝିଅ ମାନସୀ (୩) ଓ ବୋଲି ଜଣାପଡିଛି । ଏହି ଘଟଣା…
Read More...

ମନରେଗା ମଜୁରୀ ବୃଦ୍ଧି ଦାବି

ବୌଦ୍ଧ,୩୦/୬- ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ମଜୁରୀ ବଢାଇବା ଓ ୨୦୦ ଦିନର କର୍ମନିଯୁକ୍ତି ଦେବା ଦାବିକରି ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ବ୍ଲକ ପକ୍ଷରୁ ଦାବି କରାଯାଇଛି । ୩ଦଫା ଦାବି ସମ୍ବଳିତ ଏକ ପତ୍ର ବୌଦ୍ଧ ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ଓଡିଶା…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଜଣଙ୍କର କରୋନା ପଜିଟିଭ

ସୋନପୁର,୩୦/୬ : ଜିଲ୍ଲାର ସମସ୍ତ ୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ର ୩୬ ଘଣ୍ଟା ପରେ ପୁଣି ଜଣଙ୍କ ର ସ୍ୱାବ ନମୁନା ପଜିଟିଭ ଆସିବା ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ଚିନ୍ତା ବଢ଼ିଛି ।ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସୂଚନା ମତେ ନୂତନ ଆକ୍ରାନ୍ତ ଜଣକ ବିନୀକା ବ୍ଲକ ର ସେଲେଡି ଅଞ୍ଚଳର…
Read More...

ସମ୍ବଲପୁର ଜିଲ୍ଲା: ୪ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ମୋଟସଂଖ୍ୟା ୫୪ରେ ପହଞ୍ଚିଲା

ସମ୍ବଲପୁର,ଆଜି ୪ଜଣ ନୂଆ ପଜିଟିଭ ମାମଲା ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀଙ୍କ ମୋଟ ସଂଖ୍ୟା ୫୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ବାକି ୩୦ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ…
Read More...

ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପଦକ୍ଷେପ

ଭୁବନେଶ୍ୱର : ଭିଡ଼ିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଖସଡ଼ା ପ୍ରସ୍ତୁତ। ଏ ନେଇ ଜୁଲାଇ 1 ଓ 2 ତାରିଖରେ ଅଧ୍ୟାପକମାନଙ୍କ orientation କରାଯିବ। ସେମାନଙ୍କ ଦୁଇ ଦିନିଆ ଟ୍ରେନିଂରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି shooting ଆରମ୍ଭ ହେବ। ତାକୁ dikhya, sams, ଶିକ୍ଷା ସଂଯୋଗ ପୋର୍ଟାଲରେ ଉପଲୋଡ…
Read More...

ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଂଟନ

ବୌଦ୍ଧ,୩୦/୬- ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାରେ ପ୍ରଫେସର ଭାବରେ କାର୍ଯ୍ୟରତ କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମର ଡ. କରୁଣାକର ନନ୍ଦଙ୍କ ପକ୍ଷରୁ ଜାତୀୟ ଯୁବ ପ୍ରକଳ୍ପର ସ୍ୱେଚ୍ଛାସେବୀମାନଙ୍କ ଜରିଆରେ ଅସହାୟ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କଣ୍ଟାମାଳ ବ୍ଲକର…
Read More...

ବାଇକ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟ

ବୌଦ୍ଧ,୩୦/୬- ବଉଦ ସହର ଗାନ୍ଧୀଛକ ନିକଟରୁ ବାଇକ ଡିକି ଭାଙ୍ଗି ଲୁଟେରା ମାନେ ୪୦ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ବଘିଆପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମର ବଉଦି ବେହେରା ନାମକ ଜଣେ ଚାଷୀ ଜମାଖାତାକୁ…
Read More...

ବୌଦ୍ଧ : ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୩୦/୬ : ବୌଦ୍ଧ ଜିଲ୍ଲାରେ ପୁର୍ବରୁ ୪୧ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି ଆଉ ଜଣେ ପ୍ରବାସୀଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି l ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ସ୍ପଷ୍ଟ କରିଛନ୍ତି |…
Read More...

ଟିକ୍‌ ଟକ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ନିଷିଦ୍ଧ

ନୂଆଦିଲ୍ଲୀ,୨୯/୬- ଚୀନ ସୀମାରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦେଶର କମାଣ୍ଡରସ୍ତରୀୟ ଆଲୋଚନା ଆସନ୍ତାକାଲି ହେବାକୁ ଥିବାବେଳେ ଭାରତ ସରକାର ୫୯ଟି ଚାଇନିଜ୍‌ ଆପ୍‌କୁ ଦେଶରେ ନିଷିଦ୍ଧ କରିବାପାଇଁ ଆଜି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏଳଏସିରେ ଉଭୟ ଦେଶର…
Read More...