ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପଦକ୍ଷେପ

0 79

ଭୁବନେଶ୍ୱର : ଭିଡ଼ିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଖସଡ଼ା ପ୍ରସ୍ତୁତ। ଏ ନେଇ ଜୁଲାଇ 1 ଓ 2 ତାରିଖରେ ଅଧ୍ୟାପକମାନଙ୍କ orientation କରାଯିବ। ସେମାନଙ୍କ ଦୁଇ ଦିନିଆ ଟ୍ରେନିଂରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି shooting ଆରମ୍ଭ ହେବ। ତାକୁ dikhya, sams, ଶିକ୍ଷା ସଂଯୋଗ ପୋର୍ଟାଲରେ ଉପଲୋଡ କରାଯିବ। ବିଜ୍ଞାନର ଗଣିତ, physics, chemistry, biology ଓ ବାଣିଜ୍ୟର accountancy, business mathematicsକୁ ଭିଡ଼ିଓ ରେକର୍ଡି କରାଯିବ। orientation ଓ shooting ଭୁବନେଶ୍ୱର ORSACSରେ ହେବ। ମୁଖ୍ୟତଃ କଟକ ଓ ଭୁବନେଶ୍ୱରର ଦକ୍ଷ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଏହି ପାଠପଢା ହେବ ବୋଲି DHSE ନିର୍ଦେଶକ ବୃନ୍ଦାବନ ବେହେରା ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

twelve − 3 =