Monthly Archives

June 2020

ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ, ଏସ୍‌.ପି ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ, କୋଭିଡ ଯୋଦ୍ଧାଙ୍କ ଯତ୍ନ ଏବଂ ମାସ୍କ ବ୍ୟବହାର କଡାକଡି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ…
Read More...

ସିମନବାଡ଼ି ଅଞ୍ଚଳରେ ବିଜୁଳିର ଲୁଚକାଳି, ଦାନା ବାନ୍ଧୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି,୨୯/୬ : ରାଜ୍ୟ ସରକାର କୌଣସି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ କିମ୍ବା ବିଦ୍ୟୁତ କାଟ ହେବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ବର୍ଷର ବାରମାସ ଯାକ ବିଦ୍ୟୁତ ସେବା ଗ୍ରାହକ ମାନଙ୍କୁ…
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆହତ

ବୌଦ୍ଧ,୨୯/୬ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ ର ବଉଦ ସହର ଖଲିଆବଗିଚା ନିକଟ ପେଟ୍ରୋଲ୍ ଟାଂକି ପାଖରେ ସମାନ ଦିଗରୁ ଆସୁଥିବା ଗୋଟିଏ ବାଇକକୁ OD31G3191 ନମ୍ବର୍ ବିଶିଷ୍ଟ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ୨ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି | ବାଇକ ଆରୋହୀ…
Read More...

ଇଣ୍ଡିକା – ପଲ୍ସର୍ ମୁହଁlମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ଏକ ଇଣ୍ଡିକା ଓ ପଲ୍ସର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ପଲସର୍ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ୨ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା…
Read More...

ଶୋଷ ମେଣ୍ଟାଉଛି ଦୁଷିତ ଚୁଆ ପାଣି କେବେ ସୁଧୁରିବ ସମସ୍ୟା ପ୍ରଶାସନର ନିଘା ନାହିଁ ..!

ବାଲିଗୁଡ଼ା:(ବିପ୍ରଚରଣ ସାହୁ) ଜଳ ହିଁ ଜୀବନ । ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗୁହାରି କରି କରି ଦିନ ପରେ ଦିନ,ମାସ ପରେ ମାସ,ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସୁଧୁରୁନି ସମସ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍…
Read More...

ଦିନକରେ ୧୯, ୪୫୯ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯,୪୫୯ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୩୮୦ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୬ ହଜାର ୪୭୫କୁ ବୃଦ୍ଧି ପାଇଛି ।…
Read More...

ବିଶ୍ୱରେ ଭାରତ ପ୍ରତି ବଢ଼ୁଛି ସମର୍ଥନ

ସୀମାରେ ଚୀନ୍ର ଉତ୍ପାତ୍ତ ଏବଂ କରୋନା ପ୍ରସଙ୍ଗରେ ବିଶ୍ୱରେ ଭାରତ ପ୍ରତି ସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ଦୃଢ଼ ସମର୍ଥନ ଜଣାଉଛନ୍ତି । ଋଷ୍ ପରେ ଏବେ ଆମେରିକ, ଇସ୍ରାଏଲ୍ ଓ ଜାପାନ୍ ଭାରତ ସପକ୍ଷରେ ବାହାରିଛନ୍ତି । ଫଳରେ ଚୀନ୍ ବିରୋଧୀ ଅଭିଯାନରେ…
Read More...

ଶତାଧିକ ଚାଷୀଙ୍କ ଜୀବିକା ପୁନଃ ଆରମ୍ଭ କରିବାରେ ସାହାଯ୍ୟ କଲା ବେଦାନ୍ତ

ଝାରସୁଗୁଡ଼ା : କୋଭିଡ୍-୧୯ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହୋଇଥିବା ତାଲାବନ୍ଦ ପାଇଁ କୃଷି କ୍ଷେତ୍ରରେ ଜୀବନଜୀବିକା ବ୍ୟାହତ ହୋଇଛି । ଅମଳ ପାଇଁ ମାନବ ଶକ୍ତିର ଅଭାବ, ବିଚ୍ଛିନ ଯୋଗାଣ ଶୃଙ୍ଖଳା, ବଜାର ଏବଂ ଗତିବିଧିରେ ସୀମିତତା ଇତ୍ୟାଦି ପାଇଁ ଚାଷୀଭାଇମାନେ ସେମାନଙ୍କର ଶୀତ ଅମଳକୁ…
Read More...

ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ ସହ କୋଭିଡି୧୯ର ସଚେତନତା କଲେ ପୁଷ୍ପାଞ୍ଜଳୀ ପଣ୍ଡା

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଗ୍ରାମର ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡି୧୯ ଉପରେ ସଚେତନତା କରାଇଛନ୍ତି । ହାତକୁବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା…
Read More...

ଜୟ ମା ୟୁଥ୍ କ୍ଲବ ଓ ମହାବରୀ ମଲ୍ଟି ଜିମ୍ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଆଜି ଟିମ୍ ପ୍ରକାଶ ତ୍ରିପାଠୀ, ଜୟ ମା ୟୁଥ୍ କ୍ଲବ୍ ଓ ମହାବୀର ମଲ୍ଟି ଜିମ୍ ତରଫରୁ ପ୍ରଭୂଜୀ ଇଙ୍ଗ୍ଲିସ ମିଡିଅମ୍ ସ୍କୁଲ୍,କ୍ରିୟାଯୋଗ ଆଶ୍ରମ ପରିସରରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ " ଜୀବନ ବିନ୍ଦୁ" ରକ୍ତଦାନ ଶିବିର ଅନୁଷ୍ଠିତ ହେବା…
Read More...