ଇଣ୍ଡିକା – ପଲ୍ସର୍ ମୁହଁlମୁହିଁ ଧକ୍କା, ଜଣେ ମୃତ, ଦୁଇ ଗୁରୁତର

0 6,174

ବୌଦ୍ଧ – ଜାତୀୟ ରାଜପଥ ନମ୍ବର୍ ୫୭ ର ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ଏକ ଇଣ୍ଡିକା ଓ ପଲ୍ସର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବା ଫଳରେ ପଲସର୍ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ଅନ୍ୟ ୨ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ଗ୍ରାମ୍ ପଂଚାୟତ ଗୁଢୀଆଳି ଗ୍ରାମର କିଛି ଯୁବକ ବୌଦ୍ଧ ସହର ନିକଟ ତେତେଲଙ୍ଗା ଗ୍ରାମକୁ ବରଯାତ୍ରୀ ଯାଇଥିଲେ l ସେଠାରୁ ଫେରିବା ସମୟରେ ସନ୍ଧ୍ୟା ଘ ୫.୩୦ ମିନିଟ ସମୟରେ ଗମ୍ଭାରୀ ପଦର ନିକଟସ୍ଥ ନୁନିଜୋର୍ ନିକଟରେ ବିପରିତ ଦିଗରୁ ଆସୁଥିବା ଗୋଟିଏ ଇଣ୍ଡିକା ସହ ମୁହଁlମୁହିଁ ଧକ୍କା ହୋଇଥିଲା |

hiring

ଘଟଣା ସ୍ଥଳରେ ବାଇକ ଚାଳକ ତ୍ରିଲୋଚନ ପ୍ରଧାନ (୨୫) ମ୍ରୁତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଗୁଋତରଙ୍କୁ ଦମକଳ ବାହିନୀ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲା l

hiranchal ad1
Leave A Reply

Your email address will not be published.

12 + 20 =