ବାଇକକୁ ଧକ୍କା ଦେଲା ଟ୍ରକ, ୨ ଆହତ

0 2,209

ବୌଦ୍ଧ,୨୯/୬ – ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ ର ବଉଦ ସହର ଖଲିଆବଗିଚା ନିକଟ ପେଟ୍ରୋଲ୍ ଟାଂକି ପାଖରେ ସମାନ ଦିଗରୁ ଆସୁଥିବା ଗୋଟିଏ ବାଇକକୁ OD31G3191 ନମ୍ବର୍ ବିଶିଷ୍ଟ ଗୋଟିଏ ଟ୍ରକ୍ ଧକ୍କା ଦେବାରୁ ୨ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି | ବାଇକ ଆରୋହୀ ମାନେ ହେଲେ କଟକ ବାଲିସାହି ର ପ୍ରଶାନ୍ତ ବାରିକ ଓ ବଲାଙ୍ଗିର ମନହୀରା ସାହିର ଜିତେନ୍ଦ୍ର ଭୋଇ l ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଟ୍ରକକୁ ପୋଲିସ୍ ଅଟକ ରଖିଛି l

hiranchal ad1
Leave A Reply

Your email address will not be published.

fourteen − five =