ଶ୍ରମିକମାନଙ୍କୁ ମାସ୍କ ବଣ୍ଟନ ସହ କୋଭିଡି୧୯ର ସଚେତନତା କଲେ ପୁଷ୍ପାଞ୍ଜଳୀ ପଣ୍ଡା

0 88

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ବି ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ପଣ୍ଡା ଗ୍ରାମର ଶ୍ରମିକ ମାନଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡି୧୯ ଉପରେ ସଚେତନତା କରାଇଛନ୍ତି । ହାତକୁବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ପିନ୍ଧିବା ନେଇ ସଚେତନତା କରାଇ ଥିଲେ ।ସେହିଭଳି ଗ୍ରାମରେ ଡେଙ୍ଗୁ,ଡାଇରିଆ, ମେଲେରିୟା ଓକୋଭିଡି୧୯ ଉପରେ ବ୍ୟାପକ ସଚେତନତା କରାଉଛନ୍ତି । ଗ୍ରାମବାସୀ ମାନେ ମଧ୍ୟ ତାଙ୍କ କଥାକୁ ଅକ୍ଷରରେ ଅକ୍ଷରେ ପାଳନ କରୁଛନ୍ତି । ତାଙ୍କର ଏହି ଭଳି କାର୍ଯ୍ୟକୁ ଗ୍ରାମବାସୀ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଭୁୟସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + three =