Monthly Archives

June 2020

ବରବେଶ ରେ ଯିବା ବଦଳରେ ସିଧାଚାଲିଗଲେ ଗାଁ ମଶାଣି

ସୋନପୁର : ବିଧିର ବିଧାନ ବଡ଼ ବିଚିତ୍ର।ବାହାଘରପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଘରେ ବିବାହ ବେଦୀ ପ୍ରସ୍ତୁତ ସରିଥିଲା ।କରୋନା ର କଟକଣା ହେତୁ ଘରେ ସ୍ୱଳ୍ପ ସଂଖ୍ୟକ ବନ୍ଧୁ ବର୍ଗ ମଧ୍ୟ ପହଞ୍ଚି ସାରିଥିଲେ।ଆଉ ମାତ୍ର କିଛି ଘଣ୍ଟା ପରେ ବରବେଶରେ ସଜାଡି ହୋଇ ବରଯାତ୍ରୀ ଙ୍କ ଗହଣରେ…
Read More...

ହୀରାକୁଦରୁ ବହୁପରିମାଣରେ ଜଳ ନିଷ୍କାସନ ପରେ ଜଳସ୍ତର ୬୦୭.୯୭ଫୁଟ କୁ ଖସିଲା

ସମ୍ବଲପୁର- ହୀରାକୁଦ ଜଳଭଣ୍ଡାରରୁ ବିପୁଳ ପରିମାଣରେ ଜଳ ନିଷ୍କାସନପରେ ଏହାର ଜଳସ୍ତର ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬୦୭.୯୭ଫୁଟ କୁ ଖସି ଆସିଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ସମୟରେ ଜଳଭଣ୍ଡାର ଭିତରକୁ ୬୫.୧୪୩ କ୍ୟୁସେକ ଜଳରାଶି…
Read More...

ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୪୦ ୟୁନିଟ ରକ୍ତ ସଂଗୃହିତ

ସମ୍ବଲପୁର,ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ରବିବାର ଅପରାହ୍ନ ସମୟରେ ଶାନ୍ତିନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ପୂର୍ବତନ ସମ୍ବଲପୁର ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନା ରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୦…
Read More...

ପେଟ୍ରୋଲ ଡିଜେଲ ଦରବୃଦ୍ଧି ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ

 ବୌଦ୍ଧ,୨୯/୬-  ଦେଶରେ କିଛିଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତ ବୃଦ୍ଧି ପାଉଥିବାରୁ ଜିଲ୍ଲା କଂଗ୍ରେସ କମିଟି ଆଜି ତାର ପ୍ରତିବାଦ କରିଛି । ଲକଡାଉନ ସମୟରେ ପେଟ୍ରୋଲିୟମ ସାମଗ୍ରୀରେ ଟିକସ ବସାଇ ଖାଉଟିମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ଏସବୁ ସାମଗ୍ରୀର ଦର କମାଇବାକୁ ଦାବି…
Read More...

ନବ ବଧୂକୁ ଅପହରଣ ଉଦ୍ୟମ ପଣ୍ଡ, ଛେଚା ଖାଇଲେ 2 ଯୁବକ !

ବୌଦ୍ଧ,29/6 - ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଂଚାୟତର ଗୋଟିଏ ଗାଆଁକୁ ସଦ୍ୟ ବିବାହିତା ଜଣେ ନବ ବଧୂକୁ ଅପହରଣ ଉଦ୍ୟମ କରିବାକୁ ଆସିଥିବା 5 ଜଣ ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଛେଚିବା ଘଟଣା କୁଶଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l କୁଶଙ୍ଗ ଅଂଚଳର ଜଣେ ଯୁବକ ପଡୋଶୀ ନୟାଗଡ…
Read More...

କୋଭିଡ-୧୯ ଆଇନର ସବୁଠି ଉଲ୍ଲଂଘନ, ପ୍ରଶାସନ ନିରବଦ୍ରଷ୍ଟା

ବୌଦ୍ଧ,୨୯/୬- ବିଭିନ୍ନ ସାମାଜିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନକୁ କରୋନା ମହାମାରୀ ପାଇଁ କଟକଣା ରହିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିବାହ କାର୍ଯ୍ୟକ୍ରମର ଅନୁମତି ପାଇଁ ବ୍ୟବସ୍ଥା ରହିଛି । ଅନୁମତି ଦେବା ପୂର୍ବରୁ କୋଭିଡ-୧୯ ଆଇନର ଅନୁପାଳନ ପାଇଁ ଆବେଦନକାରୀମାନେ…
Read More...

ରାସ୍ତା କଡ଼କୁ ଓଲଟିଲା ଚିପ୍ସ ବୋଝେଇ ହାଇୱା

ବୌଦ୍ଧ - ଆଜି ଭୋର 4 ଘଣ୍ଟା ସମୟରେ ଚାରିଛକ - କୁଶଙ୍ଗ ରାସ୍ତାର ଲକ୍ଷ୍ମଣପୁର ଗ୍ରାମ ନିକଟରେ ଗୋଟିଏ ଚିପ୍ସ ବୋଝେଇ ହାଇୱା ରାସ୍ତା ତଳକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 4 ଘଣ୍ଟା ସମୟରେ ଗୋଟିଏ ହାଇୱା ନିକଟସ୍ଥ ଏକ କ୍ରସରରୁ ଚିପ୍ସ ବୋଝେଇ କରି…
Read More...

ଦାରିଙ୍ଗବାଡ଼ି ରେ ଶିଶୁ ବିକାଶ ଯୋଜନା ଫେଲ ! ଅପପୁଷ୍ଟି ର ଶିକାର ହେଉଛନ୍ତି ଦୁର୍ଗମ ସୋନପୁର ଅଞ୍ଚଳ ର ଶିଶୁ ବିଭାଗ…

ଦାରିଙ୍ଗବାଡ଼ି ୨୯/୬: ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି l ସରକାର କରିଥିବା ମାଳମାଳ ଯୋଜନା ଦ୍ୱାରା ରାଜ୍ୟରେ ଥିବା ଗରୀବ ଲୋକମାନେ ଯେପରି ଉପକୃତ ହୋଇପାରିବେ କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି…
Read More...

ଦାରିଙ୍ଗବାଡ଼ି ରେ ଶିଶୁ ବିକାଶ ଯୋଜନା ଫେଲ !

ଅପପୁଷ୍ଟି ର ଶିକାର ହେଉଛନ୍ତି ଦୁର୍ଗମ ସୋନପୁର ଅଞ୍ଚଳ ର ଶିଶୁ ବିଭାଗ ପାଖରେ ଖବର ନାହିଁ ଦାରିଙ୍ଗବାଡ଼ି ୨୯/୬: ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା କରିଛନ୍ତି l ସରକାର କରିଥିବା ମାଳମାଳ ଯୋଜନା ଦ୍ୱାରା ରାଜ୍ୟରେ ଥିବା ଗରୀବ…
Read More...

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ବାଇକ ଦୁର୍ଘଟଣା, ଯୁବକ ମୃତ

ବୌଦ୍ଧ : ଗତ ବିଳମ୍ବିତ ରାତିରେ ବଉଦ ସହର ବାପୁଜୀ ନଗର ନିକଟରେ ରାସ୍ତା ପାର୍ଶ୍ବ ଏକ ବିଦ୍ୟୁତ ଖମ୍ବକୁ ବାଇକ ଧକ୍କା ଦେବାରୁ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଂଚାୟତର କାଶଲପୁର୍…
Read More...