Monthly Archives

March 2024

ସାଧାରଣ ନିର୍ବାଚନ ପୂର୍ବରୁ ଘୁ.ଉଦୟଗିରି ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ

ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ଘୋଷଣା ପରେ ସ୍ଥାନୀୟ ପୋଲିସ ତତ୍ପର ହୋଇଉଠିଛି । ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ତା ପୂର୍ବରୁ ପ୍ରାକ ପ୍ରସ୍ତୁତି ପୂର୍ବକ ସାଧାରଣ ଜନତାଙ୍କୁ ଜଣେଇବାକୁ ଆଜି ସ୍ଥାନୀୟ ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । କୌଣସି ବିଶୃଙ୍ଖଳାକୁ ବରଦାସ୍ତ…
Read More...

ଅପହଞ୍ଚ ଗାଁର ବିକାଶ ଦାବି, ପୂରଣ ନହେଲେ ଭୋଟ ବର୍ଜନ ଚେତାବନୀ

ଦେବଗଡ: ଦେବଗଡ଼ ଜିଲ୍ଲାରେ ଏପରି କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଭିନ୍ନ ମୌଳିକ ସୁବିଧା ଆଜି ବି ଅପହଂଚ ହୋଇପଡିଛି । ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି । ସମସ୍ତ ବ୍ୟବସ୍ଥା ଅଛି, କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇପାରୁନାହାଁନ୍ତି । ଗ୍ରାମରେ…
Read More...

ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇଟି କାର୍‌ ଜବତ,ତାମିଲନାଡୁ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ବାଲିଗୁଡ଼ା ଅଞ୍ଚଳରୁ ତାମିଲନାଡୁ ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ନିକଟସ୍ଥ ଡାବୁଡାକା ଘାଟି ନିକଟରେ ମାଡ଼ି ବସିଲା…
Read More...

ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ

ଯାଜପୁର : ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ର ଚୋରମୁହାଁ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତିଙ୍କ ପରଲୋକ ହୋଇଥିବା ଜଣାପଡିଛି । ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ଖବରରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରଦ୍ୟୁମ୍ନଙ୍କ ମର ଶରୀର ଧର୍ମଶାଳା ମେଡିକାଲ ପରିସରରେ ରଖାଯାଇଛି…
Read More...

ଫାଲଗୁନ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ଚାଚେରୀ ବେଶ

ପୁରୀ : ଗତକାଲି ମଙ୍ଗଳବାର ଶ୍ରୀମନ୍ଦିରରେ ଫଗୁ ଦଶମୀ ଅନୁଷ୍ଠିତ ହୋଇଥିଲା । ତେବେ ଆଜି ଫାଲଗୁନ ଶୁକ୍ଳ ଏକାଦଶୀ ତିଥି । ଏହି ଅବସରରେ ମହାପ୍ରଭୁ ଚାଚେରୀ ବେଶ ଅନୁଷ୍ଠିତ ହୋଇଛି । ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁ ଚାଚେରୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ସେପଟେ…
Read More...

ଅଞ୍ଚଳବାସୀଙ୍କ ପ୍ରଶଂସା ସାଉଁଟିଲା ଆଠମଲ୍ଲିକ ବନ ବିଭାଗ ;ଚିହ୍ନଟ ହେଲେ ଦୁଇଜଣ କିଡ଼ନୀ ଓ ଜଣେ ହୃଦରୋଗୀ,ମିଳିବ ମାଗଣା…

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର କାପୁଲାଙ୍କ ସ୍ୱତନ୍ତ୍ର ଉଦ୍ୟମ କ୍ରମେ ଆଠମଲ୍ଲିକ ବ୍ଲକରେ ଥିବା ଉପାନ୍ତ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କମଳପୁର ଓ କୁନ୍ଦପୁର ପ୍ରାଥମିକ ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀଙ୍କ…
Read More...

ସାପ ବିଷ ମାମଲା: ଏଲଭିଶଙ୍କ ପରେ ବନ୍ଧା ହେଲେ ଆଉ ୨ ଜଣ

ସାପ ବିଷ ମାମଲାରେ ଫେମସ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗିରଫ ପରେ ଆକ୍ସନ ମୁଡ୍‌ରେ ରହିଛି ନୋଏଡା ପୁଲିସ। ଏହି ମାମଲାରେ ପୁଲିସ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଈଶ୍ୱର ଓ ବିନୟ। ଦିଲ୍ଲୀ ଏନ୍‌ସିଆର୍‌, ହରିଆଣାର ଅନେକ ଫାର୍ମ ହାଉସରେ ରେଭ୍‌…
Read More...

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୨୦୨୪ ସାଧାରଣ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ନିକଟରେ ତାରିଖ ଘୋଷଣା ହେବା ପରେ ଆଜି ନାମାଙ୍କନ ଦାଖଲ, ପ୍ରତ୍ୟାହାର ଏବଂ ପ୍ରାର୍ଥୀପତ୍ର ଯାଞ୍ଚ ନେଇ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୯ରେ…
Read More...

୯୦ ପ୍ରତିଶତ ସରିଛି ଶ୍ରୀମନ୍ଦିର ନାଟମଣ୍ଡପର କାର୍ଯ୍ୟ

ପୁରୀ : ଗତ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିବା ନାଟମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ଶେଷ ହୋଇଛି ।ଆସନ୍ତା ରଥଯାତ୍ରା ସମୟରେ ଅବଶିଷ୍ଟ କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଡି.ବି ଗଡନାୟକ ସୂଚନା ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ…
Read More...

ପିଲା ଚୋରିକୁ ନେଇ ଏମିତି କହିଲେ ପୁରୀ ଏସ୍‌ପି

ପୁରୀ : ପୁରୀ ସହର ଏବଂ ସାରା ଜିଲ୍ଲାରେ ପିଲା ଚୋରିକୁ ନେଇ ସୃଷ୍ଟି ହୋଇଛି ଆତଙ୍କର ବାତାବରଣ । କିଛି ବ୍ୟକ୍ତି ପିଲାମାନଙ୍କୁ ରାସ୍ତାରୁ ଚୋରି କରି ନେଉଥିବା ପ୍ରଚାର ହେବାରେ ଲାଗିଛି । ଯାହାକୁ ନେଇ ଅଭିଭାବକ ମାନଙ୍କ ଭିତରେ ଏବେ କୋକୁଆ ଭୟ ଖେଳିଯାଇଛି । ପିଲା ଚୋରିକୁ ନେଇ ସନ୍ଦେହ କରି…
Read More...