୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ। ସେଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା…
Read More...

ଇରାନକୁ ହରାଇ କବାଡିରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ସିଆନ୍‌ ଗେମ୍ସରେ ମହିଳା କବାଡ଼ିରେ ଭାରତକୁ ସ୍ୱର୍ଣ୍ଣ ପଦକ । ଫାଇନାଲ୍‌ରେ ଇରାନକୁ ହରାଇ ଜିତିଲା ଗୋଲ୍ଡ ମେଡାଲ୍‌ । ଟୋକାଇର ଟୋକାଇ ସିଟିଜେନ୍ ଜିମ୍ନାସିୟମ୍‌ରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାର ଫାଇନାଲ୍ ମୁକାବିଲାରେ ଭାରତୀୟ ମହିଳା କବାଡି ଦଳ ଶକ୍ତିଶାଳୀ ଇରାନକୁ ପରାସ୍ତ…
Read More...

ବଡ ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତିଗଲା ଟିମ୍ ଇଣ୍ଡିଆ ! ଐତିହାସିକ ମ୍ୟାଚରେ ଜାପାନକୁ 2ରନରେ ହରାଇଲା ଭାରତ

ନୂଆଦିଲ୍ଲୀ- ଟିମ୍ ଇଣ୍ଡିଆ ଏକ ବଡ଼ ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତିଗଲା। ଜାପାନ ବିପକ୍ଷ ଏକମାତ୍ର ଟି-20 ମ୍ୟାଚ୍‌ରେ, ଦଳ କେବଳ 32 ରନ୍ କରିପାରିବା ପରେ ନିଶ୍ୱାସ ହରାଇ ବସିଥିଲା। ବର୍ଷା ଯୋଗୁଁ ମ୍ୟାଚ୍‌କୁ ପାଞ୍ଚ ଓଭରକୁ ହ୍ରାସ କରାଯାଇଥିଲା। ଭାରତ ପାଞ୍ଚ ଓଭରରେ ଚାରି ୱିକେଟ୍ ହରାଇ 32…
Read More...

ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ- ଭାରତୀୟ ମହିଳା କ୍ରିକେଟ୍ ଦଳ ଏସୀୟ କ୍ରୀଡା 2026 ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ, ଭାରତ ଶ୍ରୀଲଙ୍କାକୁ 147 ରନରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପ୍ରଥମେ ବ୍ୟାଟିଂ କରି 216/3 ର ବିଶାଳ ସ୍କୋର କରିଥିଲା। ଜବାବରେ,…
Read More...

ଏସୀୟ କ୍ରୀଡ଼ା: କ୍ୱାର୍ଟର ଫାଇନାଲରେ ହାରିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ କ୍ୱାର୍ଟର ଫାଇନାଲରେ ଜାପାନଠାରୁ ସେମାନଙ୍କର ପ୍ରଥମ ମ୍ୟାଚ୍ ହାରିଛନ୍ତି। ୟାମାଗୁଚିଙ୍କ ବିପକ୍ଷରେ ମ୍ୟାଚ୍‌ରେ ପିଭି ସିନ୍ଧୁ ପ୍ରଥମ ସେଟ୍‌କୁ ୨୩-୨୧ରେ ଜିତିଲେ। ଦ୍ୱିତୀୟ ସେଟ୍‌ରେ ସିନ୍ଧୁ ମଧ୍ୟ ଦୃଢ଼ ଲଢ଼େଇ…
Read More...

ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଗୋପାଳପୁର ଠାରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି  । ସେହିପରି ପୁରୀରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି ଅବପାତ । କଳିଙ୍ଗପାଟନମରୁ ୩୩୦ କିମି,…
Read More...

ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳ

ଭୁବନେଶ୍ଵର : ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳ । ପ୍ରଶ୍ନକାଳ ଆରମ୍ଭରୁ ଏମଏମଡିଆର ଓ ବହି ତ୍ରୁଟି ପ୍ରସଙ୍ଗରେ କମ୍ପିଲା ଗୃହ । ବିରୋଧୀଙ୍କ ନାରାବାଜିରେ ଗୃହ ଅଚଳ । ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ପ୍ରତିବାଦ କଲେ ବିରୋଧୀ ଦଳ ବିଧାୟକ । ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଉଭୟ ବିଜେଡି…
Read More...

ଅଭିଷେକ ଶର୍ମାଙ୍କ ନାମରେ ଯୋଡିହେଲା ଏକାଧିକ ରେକର୍ଡ

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଏବେ ଯୁବ ଓପନର୍ ଅଭିଷେକ ଶର୍ମାଙ୍କ ନାଁ ଚର୍ଚ୍ଚାରେ ରହିଛି। ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଏକ ଐତିହାସିକ ଶତକ ହାସଲ କରି ସେ ରେକର୍ଡର ପାହାଡ଼ ଛିଡ଼ା କରିଛନ୍ତି। ମାତ୍ର ୩୪ ବଲ୍‌ରୁ ୧୦୮ ରନ୍‌ ର ଏହି ବିସ୍ଫୋରକ ଇନିଂସରେ ସେ କେବଳ ଚୌକା…
Read More...

ଡରାଇଲାଣି ଘୂର୍ଣ୍ଣିବଳୟ : ୨୩ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର:  ଉତ୍ତର ଥାଇଲାଣ୍ଡ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଉପରେ ପହଞ୍ଚିଥିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ…
Read More...

ସେମିକନ-ଇଣ୍ଡିଆ ୨୦୨୬ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଦିଲ୍ଲୀରେ ଚାଲିଥିବା ସେମିକନ-ଇଣ୍ଡିଆ ୨୦୨୬ ରେ ଆଜି ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ରାତିରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ।ଗୁରୁବାରଠୁ ଦିଲ୍ଲୀରେ ସେମିକନ-ଇଣ୍ଡିଆ ୨୦୨୬ ଆରମ୍ଭ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେବାର…
Read More...