ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ,ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର;ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ଯୋଗୁ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଆକଳନ କରିବା ପାଇଁ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।କେନ୍ଦ୍ର ଗୃହ…
Read More...

ଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ଭେଟିଲେ ସାଂସଦ ସୁକାନ୍ତ ପାଣିଗ୍ରାହୀ

ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ଇନ୍ଦ୍ରଗଡ଼ ଓ ମାଣିକେଶ୍ୱର ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଦୁଇ ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଆଶ୍ରୟସ୍ଥଳୀରେ ରହୁଥିବା ପ୍ରଭାବିତ…
Read More...

୭ରେ ଗଞ୍ଜାମ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ନବୀନ

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ସ୍ଥିତି ଅନୁଧ୍ୟାନ ସହ ପ୍ରଭାବିତଙ୍କୁ ଭେଟିବାକୁ ଆସନ୍ତା ୭ ତାରିଖରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖ (ଶନିବାର) ସକାଳ ପ୍ରାୟ ୧୦ଟାରୁ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ନବୀନ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । ଶେରଗଡ଼…
Read More...

ବିରାଟଙ୍କ ଜନ୍ମଦିନ ଆଜି: ଆସନ୍ତୁ ଜାଣିବା ତାଙ୍କର କିଛି ଉଲ୍ଲେଖନୀୟ ରେକର୍ଡ ବିଷୟରେ

ନୂଆଦିଲ୍ଲୀ- ପୂର୍ବତନ ଭାରତୀୟ ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଆଜି ତାଙ୍କର 38 ତମ ଜନ୍ମଦିନ ପାଳନ କରୁଛନ୍ତି। କୋହଲି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି ଏବଂ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା…
Read More...

ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଏକ ବଡ଼ଧରଣର ଆଇଏଏସ୍ ସ୍ତରୀୟ ଅଦଳବଦଳ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ୱ ଭାବେ…
Read More...

ସନରାଇଜର୍ସ ହାଇଦ୍ରାବାଦର ଏହି ଅଲରାଉଣ୍ଡରଙ୍କୁ ନେବାକୁ ଚେନ୍ନାଇର ଜୋରଦାର ଉଦ୍ୟମ

ନୂଆଦିଲ୍ଲୀ- ଆଇପିଏଲ ୨୦୨୭ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦର ୧୩ କୋଟି ଟଙ୍କାର ଖେଳାଳି ଲିଆମ୍ ଲିଭିଙ୍ଗଷ୍ଟୋନ ଉପରେ ନଜର ରଖିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅନ୍ୟ ଏକ ଫ୍ରାଞ୍ଚାଇଜ୍ ମଧ୍ୟ ଆଗ୍ରହ ପ୍ରକାଶ କରିଛି, କିନ୍ତୁ ସନରାଇଜର୍ସ ଏପର୍ଯ୍ୟନ୍ତ ନିଷ୍ପତ୍ତି…
Read More...

ରାଜ୍ୟରେ ପ୍ରତିଷ୍ଠା ହେବ ୨୯୦ ଇଭି ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶାରେ ବୈଦ୍ୟୁତିକ ଯାନ(ଇଭି) କ୍ରୟକୁ ପ୍ରୋତ୍ସାହିତ କରିବା ଏବଂ ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପୂର୍ବରୁ କେନ୍ଦ୍ର ସରକାରଙ୍କ ' ପିଏମ୍ ଇ-ଡ୍ରାଇଭ୍' ଯୋଜନାରେ ରାଜ୍ୟର…
Read More...

ଆସନ୍ତା ୯ରେ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର:ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ୯ଟିରୁ ଊର୍ଦ୍ଧ୍ୱ…
Read More...

Major Blow to AAP in Punjab: ବିଜେପିର ସୁଚିନ୍ତିତ ମାଇଣ୍ଡ ଗେମ୍ ନା ଦୋହଲୁଛି ଆପ୍‌ର ଭିତ୍ତିଭୂମି?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଏକ ଜୋରଦାର୍ ଝଟକା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଦଳର ୩ ଜଣ ଟାଣୁଆ ବିଧାୟକ 'ଝାଡୁ' ଛାଡି ଧରିଛନ୍ତି 'ପଦ୍ମ' ଫୁଲ । ପ୍ରାଥମିକ ସଦସ୍ୟ ପଦରୁ…
Read More...

Why BJP Is Using Bihar Playbook in UP Elections? ପୁରୁଣା ପୃଷ୍ଠା ଖୋଲି ନିର୍ବାଚନୀ ବୈତରଣୀ ପାର୍ ହେବ କି…

ନିର୍ବାଚନ ପାଖେଇ ଆସିଲେ ରାଜନୀତିର ପୁରୁଣା ଫାଇଲ୍‌ରୁ ଧୂଳି ଝଡ଼ାଯାଏ। ଏବେ ଦେଶର ସବୁଠାରୁ ବଡ଼ ରାଜନୈତିକ ରଣାଙ୍ଗନ ଉତ୍ତରପ୍ରଦେଶରେ ଠିକ୍ ଏୟା ହିଁ ଦେଖିବାକୁ ମିଳୁଛି। ଆପଣଙ୍କର ମନେ ଥିବ, ବିହାର ନିର୍ବାଚନ ବେଳେ ଏନଡିଏ ବାରମ୍ବାର ଲାଲୁ ଯାଦବଙ୍କ 'ଜଙ୍ଗଲରାଜ' କଥା ଉଠାଉଥିଲା । ଏବେ…
Read More...