ଟପ୍ ମାଓନେତା ଅସୀମ ମଣ୍ଡଳ ଗିରଫ
କୋଲକାତା,୧୮/୦୯: ପଶ୍ଚିମବଙ୍ଗ ପୁଲିସକୁ ଗୁରୁବାର ବଡ଼ ସଫଳତା ମିଳିଛି । କୋଲକାତା ପୁଲିସ ଏସ୍ଟିଏଫ୍ ସିପିଆଇ ମାଓବାଦୀର ଜଣେ ବଡ଼ ନେତାଙ୍କୁ ଗିରଫ କରିଛି । ସେ ହେଉଛନ୍ତି ଅସୀମ ମଣ୍ଡଳ ଓରଫ ଆକାଶ । ସେ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ । ପଶ୍ଚିମବଙ୍ଗ ରାଜ୍ୟ କମିଟି-୧ର ବି!-->…
Read More...
Read More...