ପାକିସ୍ତାନ ପାଇଁ କାଳ ହେଲା ଭାରତ ବିପକ୍ଷରେ ୧୦ ୱିକେଟ୍ ବିଜୟ, ଅଜବ ଯୁକ୍ତି କଲେ ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ- ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ ୨୦୨୧ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଦଳର ୧୦ ୱିକେଟ୍ ବିଜୟକୁ ଦଳର ବର୍ତ୍ତମାନର ସଙ୍କଟ ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ସେହି ବିଜୟ ପରେ, ଖେଳାଳିମାନଙ୍କ ମଧ୍ୟରେ ସଫଳତାର ଭାବନା ବିକଶିତ ହୋଇଥିଲା ଏବଂ ଅଧିନାୟକତ୍ୱ!-->…
Read More...
Read More...