ଶ୍ରୀଲଙ୍କାକୁ ବଡ ଝଟକା, ବାଦ ପଡିଲେ ଏହି ଦୁଇ ଖେଳାଳି

ନୂଆଦିଲ୍ଲୀ:ଭାରତ ବିପକ୍ଷ ସିରିଜର ଦ୍ୱିତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଲାଗିଛି ବଡ ଝଟକା । ପ୍ରଥମ ଟେଷ୍ଟରେ ପରାଜୟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କା ଦଳକୁ ଏବେ ପ୍ରମୁଖ ଖେଳାଳିଙ୍କୁ ହରାଇବାକୁ ପଡ଼ିଛି। ଅଭିଜ୍ଞ ବ୍ୟାଟର ଦିନେଶ ଚାଣ୍ଡିମାଲ ଆହତ ହେତୁ
Read More...

ଏହି ଜିଲ୍ଲାଗୁଡିକରେ ନିଆଣ୍ଟିଆ ବର୍ଷା

ଭୁବନେଶ୍ୱର: ଚଳିତ ମୌସୁମୀରେ ରାଜ୍ୟରେ ଏଯାବତ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ପ୍ରବେଶ କରିବାଠାରୁ ଜୁନ ପହିଲାରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୦୦୬ ମିଲିମିଟର୍ ବୃଷ୍ଟିପାତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୮୬.୫ ମିମି ତୁଳନାରେ ୨୨୦ ମିମି ଅଧିକ ରହିଥିବା
Read More...

ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ ଟ୍ୟାକ୍ସି, ଅଟୋ ଓ ବାଇକ ଚାଳକଙ୍କ ଆନ୍ଦୋଳନ ବେଳେ ସୃଷ୍ଟି ହୋଇଥିବା ହିଂସା ଓ ବିଶୃଙ୍ଖଳା ଏବେ ଆନ୍ଦୋଳନକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। କମିଶନରେଟ୍ ପୋଲିସ ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରିଥିବାବେଳେ, ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍
Read More...

ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ, ମିଳିବ ୧୬ ସେବା

ଭୁବନେଶ୍ୱର: ରାଜସ୍ୱ ବିଭାଗର ବିଭିନ୍ନ ସେବା ପାଇଁ ଏଣିକି ନାଗରିକଙ୍କୁ ବାରମ୍ବାର ସରକାରୀ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ହାତପାହାନ୍ତାରେ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା। ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ କରାଯାଇଛି।
Read More...

ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ- ଦେବଦତ୍ତ ପାଡିକ୍କଲଙ୍କ ଶତକ ଏବଂ ମାନବ ସୁଥାରଙ୍କ ୧୦ ୱିକେଟ୍ ସଫଳତା ଯୋଗୁଁ ଭାରତ ଗାଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନ୍ ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଭାରତ ଶ୍ରୀଲଙ୍କାକୁ ଜିତିବା ପାଇଁ ୩୭୨ ରନ୍ ର
Read More...

ଆସୁଛି ପୁଣି  ଏକ ଲଘୁଚାପ, ୨୨ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ୱର : ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢ଼ିବ । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଆଗରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଉତ୍ତର ଓଡ଼ିଶା ଓ ଉପକୂଳ
Read More...

ସ୍ୱାସ୍ଥ୍ୟ ବୀମା କଭର ପାଞ୍ଚ ଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ- ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ରାଜ୍ୟବାସୀ ଏବଂ କ୍ଷୀର ଉତ୍ପାଦକମାନଙ୍କ ପାଇଁ ଦୁଇଟି ପ୍ରମୁଖ ନିଷ୍ପତ୍ତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟାପକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ବାର୍ଷିକ ସ୍ୱାସ୍ଥ୍ୟ ବୀମା କଭରକୁ ୫ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙ୍କାକୁ
Read More...

ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ; ଚିନ୍ତାରେ ନଦୀକୁଳିଆ ବାସୀ

ଭୁବନେଶ୍ବର: ବଢ଼ୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ଏହା ହେଉଛି ଦ୍ବିତୀୟ ବନ୍ୟା ପାଣି । ପ୍ରଥମ ବନ୍ୟା ଗତ ଅଗଷ୍ଟ ୧୪ ତାରିଖରେ ଆସିଥିଲା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏଯାଏ ପାଣି ଛାଡି ନଥିବା ବେଳେ ଆଉ ଏକ ବନ୍ୟା ନଦୀକୁଳିଆ ବାସୀଙ୍କୁ ଡରାଇଲାଣି
Read More...

୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି

ନୂଆଦିଲ୍ଲୀ; ୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ନୂଆ ନିଯୁକ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାଟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି ହୋଇଛି । ବିନୋଦ ତାୱଡ଼େ ଉତ୍ତରପ୍ରଦେଶରେ
Read More...

ହୀରାକୁଦ ଖୋଲିଲା ଆଉ ୩ ଗେଟ୍‌

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଓ ଜଳଭଣ୍ଡାରକୁ ବଢ଼ୁଥିବା ଜଳପ୍ରବେଶକୁ ନଜରରେ ରଖି ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ଆଉ ୩ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଛନ୍ତି। ଏହାପରେ ମହାନଦୀର ଜଳ ନିଷ୍କାସନ ପାଇଁ ହୀରାକୁଦର ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ଏଥିରେ ବାମପାର୍ଶ୍ୱର ୭ଟି ଏବଂ
Read More...