ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର,୬ଟି ଜିଲ୍ଲାରେ ପ୍ରଭାବ ଜାରି
ଭୁବନେଶ୍ବର- ଓଡ଼ିଶାରେ ବନ୍ୟା ସ୍ଥିତି ଏବେ ବି ଗମ୍ଭୀର। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡ଼ା ଏହି ୬ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ଜାରି ରହିଛି। ଏସ୍ଆରସିଙ୍କ ରିପୋର୍ଟ ଅନୁସାରେ, ୬୬ଟି ବ୍ଲକ, ୪୪୮ଟି ପଞ୍ଚାୟତ, ୧୩୦୪ଟି ଗାଁ ଏବଂ ୧୦ଟି ସହରାଞ୍ଚଳର!-->…
Read More...
Read More...