ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ରାଧାନଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଣ୍ଡିବନ୍ଧ ହୋଟେଲ ନିୟୁ ଭରତ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଗତ ବିଳମ୍ବିତ ରାତ୍ରି ରେ ଏକ କାର ହୁତୁହୁତ ହୋଇ ଜଳି ଯାଇଥିବା ବେଳେ ସେଥିରେ ଥିବା 4ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା
Read More...

ପୁଣି ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଆଉ ନିସ୍ତାର ନାହିଁ । ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ରଖିଥିବା ମୋହନ ସରକାର ପୁଣି ଜଣେ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଗୋଷ୍ଠୀ
Read More...

ବାଂଲାଦେଶର ହାସନ ମହମୁଦଙ୍କ ଆଗରେ ମୁଣ୍ଡ ନୁଆଁଇଲା ଅଷ୍ଟ୍ରେଲିଆ , ୧୯୮ ରନ୍ ରେ ଅଲଆଉଟ୍

ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡାରୱିନରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବାଂଲାଦେଶର ଦ୍ରୁତ ବୋଲର ହାସନ ମହମୁଦ ତାଙ୍କ
Read More...

ଦଳକୁ ଫେରିବା ପରେ ଖୁସି ଜାହିର କଲେ ସରଫରାଜ, ସେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ- ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଦୁଇଟି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳକୁ ଫେରିଥିବା ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜର ଖୁସି ପ୍ରକାଶ କରିଛନ୍ତି। ସରଫରାଜ ତାଙ୍କ ପିତା, ପୂର୍ବତନ କ୍ଲବ୍ କ୍ରିକେଟର ଏବଂ ପ୍ରଶିକ୍ଷକ ନୌସାଦ ଖାନଙ୍କ ସହ
Read More...

ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପ୍ରକୋପ ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି
Read More...

ବାଲିଗୁଡ଼ାରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ “ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦୀପ
Read More...

ବୋଲବମ୍ ଧ୍ବନୀରେ କମ୍ପୁଛି ଶୈବପୀଠ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଏଇଥି ପାଇଁ ଚଳଚଞ୍ଚଳ ହୋଇଛି ରାଜ୍ୟର ସମସ୍ତ ଶୈବପୀଠ । ହରହର ମହାଦେବ, ଓଁ ନମ ଶିବାୟ ଧ୍ବନୀରେ ପ୍ରକମ୍ପିତ ହୋଇଛି ଆଧ୍ୟାତ୍ମିକ ପୀଠ ।ଆଜି ଲିଙ୍ଗରାଜ ଏବଂ ମହାନଦୀ ଗଡ଼ଗଡ଼ିଆ ଘାଟ , ଧବଳେଶ୍ଵର,କପିଳାସ,ଅଟ୍ରି ହଟକେଶ୍ୱର ଆଦି ଅନେକ
Read More...

ବିବାହ ବନ୍ଧନରେ ଆବଦ୍ଧ ହେଲେ ରମଣଦୀପ, ଜାଣନ୍ତୁ ତାଙ୍କ ସାଥୀଙ୍କ ବିଷୟରେ

ଭାରତୀୟ କ୍ରିକେଟର ରମଣଦୀପ ସିଂହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପଞ୍ଜାବ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଏବଂ IPLରେ କୋଲକାତା ନାଇଟ୍ ରାଇଡର୍ସ (KKR)ର ସଦସ୍ୟ ରମଣଦୀପ ସିଂହ ପାରମ୍ପରିକ ପଞ୍ଜାବୀ ଉତ୍ସବରେ ଟିଭି ଅଭିନେତ୍ରୀ ଚାର୍ଲି ଚୌହାନଙ୍କୁ ବିବାହ କରିଥିଲେ। ଏହି ସ୍ୱତନ୍ତ୍ର
Read More...

କଳା ବାଘୁଣୀର ମୃତ୍ୟୁ, ଚାଲିଛି କାରଣ ଖୋଜା

ମୟୁରଭଞ୍ଜ: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏକ କଳା ବାଘୁଣୀର ମୃତ୍ୟୁ ହୋଇଛି । ବାଘୁଣୀର ବୟସ ୫ ବର୍ଷ ହେବ । ଗତକାଲି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଘୁଣୀର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ସାପ କାମୁଡ଼ା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ବନ ବିଭାଗ
Read More...

ବର୍ଷାରେ ଭିଜୁଛି ସାରା ଓଡିଶା, ପୁଣି ବନ୍ୟା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା। ଗତ ୨୪ ଘଣ୍ଟାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ୮ ତାରିଖ ସକାଳ ୮ଟା ୩୦ ସୁଦ୍ଧାର ବର୍ଷା ତଥ୍ୟ ଜାରି କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ତଥ୍ୟ ଅନୁସାରେ, ନୟାଗଡ଼
Read More...