ଦଣ୍ଡ ଚାଲିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ
ବୌଦ୍ଧ :କାଳ ବୈଶାଖୀ ହେଲା କାଳ । ଦଣ୍ଡ ନାଚ କରୁଥିବା ବେଳେ ଚାଲିଗଲା ଜୀବନ । ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ମଧ୍ୟ ଥିଲା । ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ ଦଣ୍ଡୁଆ ଓ ବିଦ୍ୟୁତ ତାର…
Read More...
Read More...