Monthly Archives

February 2024

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ ! ପଦ୍ମ ଶିବିରରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ପ୍ରଶାନ୍ତ ବିଧିବଦ୍ଧ ଭାବରେ ପଦ୍ମ ଧରିଛନ୍ତି । ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ପ୍ରଶାନ୍ତ । ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ…
Read More...

ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଫିଶେରୀକୁ ଆଇସିଏଆରର ମାନ୍ୟତା

ପାରଳାଖେମୁଣ୍ଡି : ଓଡିଶାର ପାରାଲାଖେମୁଣ୍ଡିରେ ଅବସ୍ଥିତ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଫିଶେରୀ ବିଭାଗରେ ପଢାଯାଉଥିବା ସ୍ନାତକୋତ୍ତର ମତ୍ସ୍ୟ ବିଜ୍ଞାନ (ବିଏଫଏସ୍‌ସି) ଡିଗ୍ରୀ କାର୍ଯ୍ୟକ୍ରମକୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଧ(ଆଇସିଏଆର୍‌)ରୁ ଅନୁମୋଦନ ଲାଭ କରିଛି…
Read More...

ଗ୍ରାମ ରୋଜଗାର ସେବକଙ୍କୁ ପଦୋନ୍ନତି,ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦାରିଙ୍ଗବାଡ଼ି ଜିଆରଏସ ସଙ୍ଘ

ଦାରିଙ୍ଗବାଡ଼ି :ରାଜ୍ୟ ସରକାର ରାଜ୍ୟ କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ଅନୁସାରେ ରାଜ୍ୟର ୩୧୪ବ୍ଲକରେ କାର୍ଯ୍ୟରତ ଗ୍ରାମ ରୋଜଗାରସେବକ ମାନଙ୍କୁ ଯେଉଁମାନେ ୫ବର୍ଷ କାର୍ଯ୍ୟକାଳ କରିଛନ୍ତି ସେମାନଙ୍କୁ ଅକାଉଣ୍ଟାଣ୍ଟ ସହିତ ଡାଟା ଅପରେଟର ଭାବେ ପଦୋନ୍ନତି କରିଥିବା ନେଇ ଘୋଷଣା କରିଛନ୍ତି ।…
Read More...

ଜିଲ୍ଲାପାଳ ଅଫିସ ଘେରିଲା ପୁରୀ ବିଜେପି ମହିଳା ମୋର୍ଚ୍ଚା

ପୁରୀ : ପୁରୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଏସ ଏଚ୍‌ ଜି ମହିଳା ଗୋଷ୍ଠୀଙ୍କୁ ସରକାର ଋଣ ଦେବାରେ ପାତରଅନ୍ତର ନିତି ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା…
Read More...

ଟାକରା ଗ୍ରାମ ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଦଶପଲ୍ଲା : ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରତି ପଂଚାୟତର ପ୍ରତି ଘରେ ଘରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ବିଜେଡି ପକ୍ଷରୁ ଘରେ ଘରେ ଶଂଖ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଘରକୁ ଘର ବୁଲି ସଚେତନତା ଓ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକୁ ପ୍ରତି ପରିବାରରେ ପହଞ୍ଚାଇ ଆଗାମୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୌଦ୍ଧରେ ଆଭାସୀ ମାଧ୍ୟମରେ କ୍ରିକେଟ ଏକାଡେମୀ ଉଦଘାଟିତ

ବୌଦ୍ଧ,୨୭/୨:- ସମଗ୍ର ରାଜ୍ୟରେ ୪୧ ଟି କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଉଦଘାଟିତ ହୋଇଥିବାବେଳେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ କ୍ରିକେଟ ଏକାଡେମୀ…
Read More...

ମାର୍ଚ୍ଚ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ ସୂଚନା ଦେଇଛନ୍ତି । କେବେ ଆସିବେ ଏଯାଏ ତାରିଖ ଆସିନି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।ଏନେଇ ପିଏମ ଓ କାର୍ଯ୍ୟାଳୟ ରୁ ସୂଚନା ଆସିବା ପରେ ବିଜେପି ପାର୍ଟି ଅଫିସ ରେ ସୂଚନା…
Read More...

ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ର

ପୁରୀ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ପୁରୀରୁ ବାଲେଶ୍ୱର ଅଭିମୁଖେ ଯାତ୍ରୀ ବାହି ବସ ଯାତ୍ରା କରୁଥିବା ବେଳେ ପିପିଲି ଟୋଲ ଗେଟ ନିକଟରେ ବସରେ ନିଆଁ ଲାଗି ଥିବା ନେଇ ଟୋଲ କର୍ମଚାରୀ କହିବା ପରେ ବସରେ ନିଆଁ ଲାଗିବା ନେଇ…
Read More...

ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ପୁରୀ : ଜଣେ ବୟସ୍କ ବ୍ୟକ୍ତିଙ୍କୁ ଅଟୋ ଚଢ଼ାଉ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ସହ ମାଡ ମାରିବା ଅଭିଯୋଗରେ ପୁରୀ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଲବଣୀଖିଆ ଛକର ପୂର୍ଣ୍ଣଚନ୍ଦ୍ର ଦାସ । ମୁସଲିମ ପଡାର ସୟଦ ସାନଉଲ୍ଲା ଅଲ୍ଲୀ…
Read More...

ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ବିଶାଳ କଳସ ଯାତ୍ରା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ପ୍ରଥମେ ଅଙ୍କୁରା ରୋପଣ ପୂଜା ସମାପ୍ତ ହେବା ପରେ ଆଜି ଅନୁଷ୍ଠିତ ହୋଇଛି କଳସ ଯାତ୍ରା । ମା ବରାଳ ଦେବୀଙ୍କ ପୀଠରେ ସକାଳ ନିତି…
Read More...