ବିଦାୟୀ ଡିଜିପିଙ୍କୁ ନୂଆ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

0 299

ଭୁବନେଶ୍ୱର: ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ରାଜ୍ୟ ନାର୍କୋଟିକ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ଏହି ପଦବୀ ମୁଖ୍ୟ ଶାସନ ସଚିବ ରାଙ୍କର ବୋଲି ଜଣାପଡିଛି । ରାଜ୍ୟରେ ଦେଖା ଦେଉଥିବା ବିଭିନ୍ନ ଡ୍ରଗ୍ସ ଜନିତ ସମସ୍ୟାର ମୁକାବିଲା କରିବାରେ ଏହି ଟାସ୍କ ଫୋର୍ସ କାମ କରିବ ।

hiranchal ad1
Leave A Reply

Your email address will not be published.

nine − 7 =