Monthly Archives

February 2021

ରାସ୍ତା ପାର୍‌ ହେବାବେଳେ ଟ୍ରକ ଧକ୍କାରେ ଯୁବକ ଗୁରୁତର

ବୌଦ୍ଧ,୨୫/୨ – ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲଇଗାଁ ଛକ ନିକଟରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ରାସ୍ତା ପାର ହେବା ବେଳେ ଜଣେ ଯୁବକଙ୍କୁ ଏକ ଅଜଣା ଟ୍ରକ ଧକ୍କା ଦେବା ଫଳରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଦଶପଲାର ଜଣେ ଯୁବକ…
Read More...

ମିକ୍ସଚର ମେସିନରେ ହାତକଟି ଅପରେଟର ଗୁରୁତର

ବୌଦ୍ଧ,୨୫/୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ପନଖିମାଲ ଠାରେ ଗତକାଲି ଗୃହନିର୍ମାଣ କାର୍ଯ୍ୟରେ ଲାଗିଥିବା ଗୋଟିଏ କଙ୍କ୍ରିଟ ମିକ୍ସଚର ମେସିନରେ ହାତଲାଗି କଟିଯିବାରୁ ମେସିନ୍‌ ଅପରେଟର ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ…
Read More...

ଫେବ୍ରୁଆରୀ ୨୬ରେ ଭାରତ ବନ୍ଦ

ବୌଦ୍ଧ,୨୫/୨ - ଜି.ଏସ.ଟି. ସରଳୀକରଣ, ଇ. କମର୍ସ ଉଚ୍ଛେଦ ଓ ଖାଦ୍ୟ ନିରାପତ୍ତାମାନ ଆଇନ୍‌ରେ ଥିବା କଠୋର ଜୋରିମାନା ବ୍ୟବସ୍ଥା ସଂଶୋଧନ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତାକାଲି ଅର୍ଥାତ୍‌ ଫେବ୍ରୁଆରୀ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଏ ବନ୍ଦ ଡାକରାକୁ ଓଡିଶା ବ୍ୟବସାୟୀ…
Read More...

ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବ କଂଗ୍ରେସର ବାଇକ ଶୋଭାଯାତ୍ରା

ଫୁଲବାଣୀ,୨୪/୨ : ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଫୁଲବାଣୀ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଯାଇଛି l ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ନିକଟରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ…
Read More...

ଭାରସlମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଗୁରୁତର

ବୌଦ୍ଧ ,୨୪/୨- ଆଜି ଅପରାନ୍ହ ରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଦମାମୁଣ୍ଡା ନିକଟରେରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ 3 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ 41 ନମ୍ବର୍ ରାଜ୍ୟ ରlଜପଥର ଦମାମୁଣ୍ଡା ଗ୍ରାମ ନିକଟରେ…
Read More...

ସ୍ବାଧିନତା ସଂଗ୍ରାମୀଙ୍କ ଫୋଟ ଓ ଟ୍ରଫି ସଂଗ୍ରହାଳୟକୁ ଦାନ

ବୌଦ୍ଧ,୨୪/୨ - ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ ଶଙ୍କର ପଟ୍ଟନାୟକଙ୍କ ଏକ ଫୋଟ ଓ ପାଇଥିବା ମୃତ୍ତିକା ଟ୍ରଫିକୁ ସଂଗ୍ରହାଳୟ ପାଇଁ ପରିବାର ସଦସ୍ୟ ଦାନ କରିଛନ୍ତି | ଆଜି ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ୍ ଶଂକର ପଟ୍ଟନାୟକଙ୍କ ବଡ଼ ପୁଅ ଭବତୋଷ…
Read More...

ଆରମ୍ଭ ହେଲା ବୃତ୍ତଙ୍ଗ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା

ଦଶପଲ୍ଲା ,୨୪/୨- ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବିରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ , ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ମନ୍ଦିରରୁ ଆରମ୍ଭ ହୋଇଛି ପଦଯାତ୍ରା । ଏହି ପଦଯାତ୍ରା ଦଶପଲ୍ଲା ରୁ କୋରଡା, ସୋରଡା,ନୂଆଗାଁ, ମହିପୁର ଦେଇ ଆସନ୍ତା ୨୬ ତାରିଖରେ ନୟାଗଡ଼ ପହଂଚି ,…
Read More...

ଆଖି ବୁଜିଲେ କିଡନି ଆକ୍ରାନ୍ତ ଯୁବକ

ବୌଦ୍ଧ,୨୩/୨-. ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଡନି ରୋଗ ମହାମାରୀର ଆତଙ୍କ ଖେଳାଇ ସାରିଛି l ଗତ ରବିବାର ସନ୍ଧ୍ୟାରେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ନାଏକ (39) କଟକ ବଡ଼ ଡାକ୍ତର ଖାନାରେ ଆଖି ବୁଜିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦେହ…
Read More...

ରାତି ଅଧରେ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର

ବୌଦ୍ଧ,୨୩/୨- ଗତକାଲି ରାତି ପ୍ରାୟ 11 ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଜନ୍ହାପଙ୍କ - ଖଲିଆପାଲି ରାସ୍ତାର ଖମାରିପଡା ଗାଁ ମୁଣ୍ଡ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ନଳକୂପ ଓ ଜଣକ ଘର ଭିତରକୁ ପଶି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା…
Read More...

କୋଇଲା ବୋଝେଇ ଟ୍ରାକ୍ଟରରୁ ଖସିପଡି ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୨୨/୨ - ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ଗ୍ରାମ ପଞ୍ଚାୟତ ବୁରୁବୁଡା ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୁରୁଣାକଟକରୁ କୋଇଲା ବୋଝେଇ କରି ଗୋଟିଏ ଟ୍ରାକ୍ଟର କୋଇଲିସୂତା…
Read More...