ଫାଟିଗଲା ଗ୍ୟାସ ଟାଙ୍କି, ମହିଳା ଜୀବନ୍ତ ଦଗ୍ଧ

0 98

ଭୁବନେଶ୍ୱର: ରୋଷେଇ କରୁଥିବା ବେଳେ ହଠାତ୍ ଫାଟିଗଲା ଗ୍ୟାସ ଟାଙ୍କି, ଯେଉଁଥିରେ ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଥାନା ବିରିଡିହି ଗାଁରେ ଘଟିଯାଇଛି । ମୃତକ ଜଣକ ସେହି ଗାଁର ହରପ୍ରିୟା ଜେନା । ହରପ୍ରିୟାଙ୍କୁ ନିଆଁରୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ସିଲୁ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ସିଲୁଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

hiranchal ad1
Leave A Reply

Your email address will not be published.

ten + 17 =