Monthly Archives

August 2021

ଆମେରିକା ସେନା କାବୁଲ ଛାଡିବା ପୂର୍ବରୁ ଅଚଳ କରିଦେଲେ ଶହଶହ ବିମାନ ଓ ସଶସ୍ତ୍ର ଯାନ

ୱାଶିଂଟନ୍‌: ଆଫଗାନିସ୍ତାନରେ ଆମେରିକାର ସେନାର ୨୦ ବର୍ଷ ପୁରୁଣା ସାମରିକ ଅପରେସନ୍‌ (ଆମେରିକା ଆଫଗାନିସ୍ତାନ ମିଶନ୍‌ ଏଣ୍ଡସ୍‌) ମଙ୍ଗଳବାର ଶେଷ ହୋଇଛି । ତେବେ, ଆମେରିକୀୟ ସୈନିକ କାବୁଲ ବିମାନବନ୍ଦରରୁ ଯିବା ପୂର୍ବରୁ ଜାଣିଶୁଣି ଏହାର ସମସ୍ତ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ସଶସ୍ତ୍ର…
Read More...

କରୋନାରେ ପୁଣି ଏକ ଶିଶୁ କନ୍ୟାର ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ ଶିଶୁ କନ୍ୟାଙ୍କ ଜୀବନ ନେଇଛି ମହାମାରୀ କରୋନା । ଶିଶୁ କନ୍ୟା ଜଣକ ଖୋର୍ଦ୍ଧାର ଜିଲ୍ଲାର ହୋଇଥିବା ବେଳେ ତାଙ୍କର ବୟସ ୨ ମାସ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସାରଳା ବସ୍‌ କଣ୍ଡକ୍ଟରଙ୍କ ମୃତ୍ୟୁକୁ ନେଇ ପୁଲିସର ତନାଘନା

ଘୁ ଉଦୟଗିରି : ବସରେ ଯାଉଥିବା ସମୟରେ ଗତକାଲି ହଠାତ୍‌ ଝାଡବାନ୍ତି ହେବାରୁ କଣ୍ଡକ୍ଟର ସମେନ୍ଦ୍ର ଜେନା(କାଳିଆ)ଙ୍କ ଅଚାନକ ମୃତ୍ୟୁକୁ ନେଇ ଘୁ. ଉଦୟଗିରି ପୁଲିସ ତନାଘନା ଆରମ୍ଭ କରିଛି । ତାଙ୍କର ମୁହଁରୁ ଫେଣ ବାହାରୁଥିବାରୁ ଏହା ବିଷକ୍ରିୟାଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୁଲିସ…
Read More...

ଇତିହାସରେ ପ୍ରଥମ, ଏକାସଙ୍ଗେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ : ଭାରତ ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ । ଏକାସଂଗେ ଶପଥ ନେଇଛନ୍ତି ୯ ବିଚାରପତି । ଶପଥପାଠ କରାଇଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମନ୍ନା । ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ହୋଇଛି ଏହି ଶପଥ ଗ୍ରହଣ ସମାରୋହ । ଏହା ପ୍ରଥମ ଘଟଣା, କାରଣ ଏତେ ସଂଖ୍ୟକ ଜଜଙ୍କୁ…
Read More...

ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଉଛି କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ…
Read More...

୫-ଟି ଜରିଆରେ ରୂପାନ୍ତରିତ ୫୦ଟି ହାଇସ୍କୁଲ ଲୋକାର୍ପିତ

ଗଂଜାମ /ଛତ୍ରପୁର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ହିଞ୍ଜିଳି ବ୍ଲକ୍‌ ରେ ୫-ଟି ଜରିଆରେ ରୂପାନ୍ତରିତ ହୋଇଥିବା ୫୦ ଟି ହାଇସ୍କୁଲକୁ ୫ ଗୋଟି ପର୍ଯ୍ୟାୟରେ ଲୋକାର୍ପିତ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଅଗଷ୍ଟ ୨୧ ତାରିଖଠାରୁ ୫ ଗୋଟି…
Read More...

ଶ୍ରୀମନ୍ଦିରରେ ନନ୍ଦଉତ୍ସବ ଓ ବିଜୁଳିକନ୍ୟା ନୀତି

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଜନ୍ମାଷ୍ଟମୀ ନୀତି । ଏଥି ସହିତ ଆରମ୍ଭ ହୋଇଛି ଶ୍ରୀକୃଷ୍ଣ ଲୀଳା । ଦ୍ୱିତୀୟ ଦିନରେ ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି । ମଙ୍ଗଳ ଆଳତି ପରେ ରାମକୃଷ୍ଣ, ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ବିଜେ କରାଯାଇଥିଲା…
Read More...

ଡକ୍ଟର ନରସିଂହ ପ୍ରସାଦଙ୍କୁ ଆନ୍ତର୍ଜାତୀୟ ପାରଂପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର

ପାରମ୍ପାରିକ ଔଷଧ ଏବଂ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ତାଙ୍କର ଦକ୍ଷତା ପାଇଁ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ସର୍ବୋତ୍ତମ ଆନ୍ତର୍ଜାତୀୟ ପାରମ୍ପାରିକ ଔଷଧ ଆରୋଗ୍ୟକାରୀ ପୁରସ୍କାର ପ୍ରଦାନ କରାଯାଇଛି । ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ । ଏଫ୍‌ଟିସିସିଆଇ ବିଲ୍ଡିଂରେ କେଏଲ୍‌ଏନ…
Read More...

୯୮ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ଯୋଗଦେଲେ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତର ସରପଞ୍ଚଙ୍କ, ନାଏକ ସରପଞ୍ଚ, ୱ ।ଡମେମରଙ୍କ ସହ ୯୮ ଜଣ ଯୁବ ବିଜେପି କର୍ମୀ ଦଳ ଛାଡ଼ି ବିଜେଡି ରେ ଯୋଗଦାନ କରିଥିଲେ । ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ…
Read More...

ବାଇକ ସହିତ୨୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଦାରିଙ୍ଗବାଡି : ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଦାରିଙ୍ଗବାଡି ପୋଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି…
Read More...