Monthly Archives

May 2021

ବାଉଁଶୁଣୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫-ଟି ରୂପାନ୍ତରଣ କାର୍ଯ୍ୟ ଶୁଭାରମ୍ଭ

ବୌଦ୍ଧ,୩୧/୫ – ବୌଦ୍ଧବ୍ଲକ ବାଉଁଶୁଣୀ ନୋଡାଲ ଉଚ୍ଚବିଦ୍ୟାଳୟରେ ୫-ଟି ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟ ଆଜି ହୋଇଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା…
Read More...

୨୦୦ ବୁଲା କୁକୁରଙ୍କୁ ପ୍ରତିଦିନ ଖାଦ୍ୟ ବାଣ୍ଟୁଛନ୍ତି ଏହି ୨୫ ବର୍ଷିୟା ଯୁବତୀ

ଦେଶରେ କରୋନା ମହାମାରୀ ଯୋଗୁଁ ବହୁ ରାଜ୍ୟରେ ଏବେ ଲକଡାଉନ ଜାରି ରହିଛି । ଏହି ସମୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନବଜାର, ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଛି । ଏହି କାରଣରୁ ବହୁ ବୁଲା କୁକୁର, ଗାଈ, ଷଣ୍ଢ ଭୋକ ବିକଳରେ ମୃତ୍ୟୁମୁଖରେ ପଡୁଛନ୍ତି । ବୁହ…
Read More...

ଘରଘର ବୁଲି କରୋନା ପରୀକ୍ଷା କଲେ ସ୍ବାସ୍ଥ୍ୟ କର୍ମଚାରୀ

ଦଶପଲ୍ଲା,୩୧/୫ :- ସଚେତନତା ର ଅଭାବ ହେଉ କିମ୍ବା ସାମାଜିକ ବାସନ୍ଦ ଭୟରେ କରୋନା ପରୀକ୍ଷା କେନ୍ଦ୍ରକୁ ଆସୁନାହାନ୍ତି ଜନସାଧାରଣ । ଏଣୁ ଆଜି ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ବାଣିଗୋଛା ଗ୍ରାମ ପଂଚାୟତର ଉଦ୍ୟମୀ ସରପଂଚ ଭୋବନି କରଣ ,ଡା କାଳୀପ୍ରସାଦ ଷଡ଼ଙ୍ଗୀ ,ଫାର୍ମାସିଷ୍ଟ ରବିନାରାୟଣ…
Read More...

ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୩୧/୫- ବୌଦ୍ଧବ୍ଲକ ମଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସି ଆର ସି ସି ଏବଂ ନିଜ ନିଜର ପରିବାର କରୋନା ପ୍ରତି ସଚେତନ ରହିବା, ନିଜ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ…
Read More...

ଦୀର୍ଘଦିନ ହେଲା ପଡିରହିଛି ପାନୀୟଜଳ ପ୍ରକଳ୍ପ, ଶୀଘ୍ର ମରାମତି ପାଇଁ ଦାବି

ବୌଦ୍ଧ,୩୧/୫ – ବୌଦ୍ଧବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲୀ ଗ୍ରାମରେ ଥିବା ସୌରଶକ୍ତି ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ୬ମାସ ହେବ ଅଚଳ ହୋଇପଡିରହିଛି । ଏହାକୁ ମରାମତି କରିବାପାଇଁ ଗ୍ରାମବାସୀ ଗ୍ରାମପଞ୍ଚାୟତ ଓ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଦାବି…
Read More...

ବୌଦ୍ଧ: ଆଜି ୨୦୯ କରୋନା ପଜିଟିଭ ଚିହ୍ନଟ, ଝଗଡୁଗାଡିଆ ଗ୍ରାମରୁ ସର୍ବାଧିକ ୯୪

ବୌଦ୍ଧ,୩୧/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୨୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିଆର୍‌ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ…
Read More...