Monthly Archives

March 2023

ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ

ପୁରୀ:ପୁଣି ପୁରୀ ବଡ଼ଦାଣ୍ଡରେ ଅଗ୍ନିକାଣ୍ଡ । ମେଡିକାଲ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଘଟିଛି ଅଗ୍ନିକାଣ୍ଡ । ଏକ ବ୍ୟାଟେରୀ ଅଟୋରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଟୋ ଡ୍ରାଇଭରଙ୍କ ସହ ସ୍ଥାନୀୟ ଲୋକେ ଓ ଟ୍ରାଫିକ ପୋଲିସ ଉଦ୍ୟମ କରିଥିବା ବେଳେ…
Read More...

କେନାଲକୁ ଖସିଲା ବରଯାତ୍ରୀ ଗାଡି : ୭ଜଣ ମୃତ, ୪ ଗୁରୁତର

ସମ୍ବଲପୁର: ଆଜି ଭୋରରେ ସ୍ଥାନୀୟ ପରମାନପୁରରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ନିଜ ଗାଁ ଲଧରାକୁ ଫେରୁଥିବା ଏକ ବରଯାତ୍ରୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ କେନାଲରେ ପଡ଼ିଯିବା ଫଳରେ ସେଥିରେ ବସିଥିବା ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏବିଷୟରେ…
Read More...

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଜ୍ୱଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକ…
Read More...

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ୱାନ

ବାଲିଗୁଡା: କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମିତି ପରିସରରେ ଥିବା…
Read More...

ଶିକାର କରିବାକୁ ଗଲାବେଳେ ଦୁଇ ଶିକାରୀ ଗିରଫ

ଦଶପଲ୍ଲା : ଜଙ୍ଗଲ ମାଫିଆଙ୍କ ପାଇଁ ଶନିଗ୍ରହ ଭାବେ ଜଣାଶୁଣା ଫରେଷ୍ଟର ସୂର୍ଯ୍ୟ କାନ୍ତ ମହାରଣା । ନୟାଗଡ଼ ବନଖଣ୍ଡ ମହିପୂରୁ ବନାଞ୍ଚଳ ଅଧୀନସ୍ଥ ଗାତେରୀ ପଂଚାୟତର ସୁରୁକାବାରୀ ନିକଟରେ ଗତରାତ୍ରୀ ସମୟରେ ବନ କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର କରିବାକୁ ବାହାରି ଥିବା…
Read More...

ଦଣ୍ଡ ଯାତ୍ରାରେ କାଳିସୀର ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦଣ୍ଡ ନୃତ୍ୟ ବେଳେ କାଳିସୀର ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ଅନ୍ତର୍ଗତ ଅତଲସରା ଗ୍ରାମରେ କରଡ଼ି ଓ ମାଳି ପଦର( ଓଡସିଙ୍ଗା) ଗ୍ରାମର ୨ ଦଣ୍ଡ ଯାତ୍ରା ଦଳ ଦଣ୍ଡ ନାଚ…
Read More...

ଅଷ୍ଟ ପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

ସୋନପୁର : ସୋନପୁର ସଦର ବ୍ଲକ ମଲ୍ଲିକମୁଣ୍ଡା ପଂଚାୟତ ଅନ୍ତର୍ଗତ ଗଡିଆ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡପ ପରିସରରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସଂକୀର୍ତ୍ତନ ଘଣ୍ଟ ଶଙ୍ଖ…
Read More...

ସିନାପାଲି ସହରରେ ଧୁମଧାମରେ ରାମ ନବମୀ ପାଳିତ

ନୂଆପଡା : ଆଜି ହେଉଛି ରାମ ନବମୀ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ତିଥି । ରାମ ନାମରେ ମୁଖରିତ ହେଉଛି ସିନାପାଲି ସହର । ରାମ ନବମୀ ପାଇଁ ଆଜି ଦେଶ ସାରା ଉତ୍ସବର ମହୋଲ ଥିବାବେଳେ ନୂଆପଡ଼ା ଜିଲ୍ଲା ସିନାପାଲି ରେ ମଧ୍ୟ ହର୍ଷ ଉଲ୍ଲାସର ସହ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି ।…
Read More...

୨୦କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ଜହ୍ନାପଙ୍କ,:ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ୫୭ନଂ ଜାତୀୟ ରାଜପଥ କଣ୍ଠା ଛକ ନିକଟରେ ୨୦ କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହଙ୍କ ପ୍ରତ୍ୟକ୍ଷ…
Read More...

ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଅଭିନେତ୍ରୀ ଜୟାପ୍ରଦା

ପୁରୀ : ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା । ଶତୁରୀ,ଅଶୀ,ନବେ ଦଶକରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ତଥା ତିନି ଥରର ଫିଲ୍ମଫେୟାର ବିଜେତା ଜୟାପ୍ରଦା ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ…
Read More...