Monthly Archives

March 2023

ଜନସେବା କେନ୍ଦ୍ରରୁ ୬୦ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଜିନିଷ ଲୁଟ୍‌

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଝାରଖମଣ ଛକ ସ୍ଥିତ ଏକ ଜନସେବା କେନ୍ଦ୍ରରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ଜିନିଷ ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଜଣାପଡିଛି । ସୂଚନା ମତେ ଜନସେବା ମାଲିକ ଅଜିତ କୁମାର ପ୍ରଧାନ ଗତକାଲି ରାତି ୮ଘଟିକା ସମୟରେ ନିଜର ଜନସେବା କେନ୍ଦ୍ରକୁ ବନ୍ଦ କରି…
Read More...

ଆରମ୍ଭ ହେଲା ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା

ଦଶପଲ୍ଲା : ୧୮୦୨ ମସିହାରୁ ଆରମ୍ଭ ହୋଇଥିବା ଦଶପଲ୍ଲା ଲଂକାପୋଡି ଯାତ୍ରାର ଆଦ୍ୟ ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର (କଳାଗ୍ରାମ) ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ଶ୍ରୀରଘୁନାଥ ଓ ମହାବୀରଙ୍କ ମନ୍ଦିର ପରିସରରେ, ବୈଦିକ ପରଂପରା କ୍ରମେ…
Read More...

ଜହ୍ନାପଙ୍କ ଗାୟତ୍ରୀ ପୀଠରେ ବାସନ୍ତିକ ନବରାତ୍ର ବ୍ରତ ଉଦଯାପିତ

ଜହ୍ନାପଙ୍କ,୩୦/୩: ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞା ପୀଠରେ ବାସନ୍ତିକ ନବରାତ୍ର ବ୍ରତ ପାଳନ ଓ ଉଦଯାପନୀ ଉତ୍ସବ ଗାୟତ୍ରୀ ମିଶନର ମୁଖ୍ୟ ନବୀନ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଗାୟତ୍ରୀ…
Read More...

ସିଆରପିଏଫ୍‌ କ୍ୟାମ୍ପ ଭାଇଁସାଦାନୀ ପରିସରରେ ଜନସଂପର୍କ ଶିବିର

ନୂଆପଡ଼ା : ପ୍ରତିଥର ଭଳି ଏଥର ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭଇଂସାଦାନି ଗ୍ରାମପଞ୍ଚାୟତ ସ୍ଥିତ ଭଇଂଶାଦାନି ସିଆରପିଏଫ କ୍ୟାମ୍ପଠାରେ ବି୧୯ ବାଟାଲିୟନର ସିଆରପିଏଫ୍‌ ଯବାନମାନଙ୍କ ଦ୍ୱାରା( ସିବିକ୍ସ ଆକ୍ସନ ପ୍ରୋଗ୍ରାମ) ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଜିଲ୍ଲାର ଉନ୍ନୟନ ପାଇଁ ସରକାରଙ୍କଠାରେ ଚାପ ପ୍ରୟୋଗ ପାଇଁ ପବିତ୍ର ରାମ ନବମୀରେ ସଂକଳ୍ପ ନେଲା ସଚେତନ ନାଗରିକ ମଞ୍ଚ

ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର ଏକ ବୈଠକ ସଭାପତି ସିତାଂଶୁ ଶେଖର ମିଶ୍ରଙ୍କ ବାସଭବନରେ ଆଜି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପବିତ୍ର ରାମନବମୀ ଉପଲକ୍ଷେ ସଚେତନ ନାଗରିକ ମଞ୍ଚ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ତାଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି କାମନା…
Read More...

ପୁରପଲ୍ଲୀରେ ରାମ ନବମୀ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ଥିବା ରାମନବମୀରେ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭକ୍ତମାନେ ନଡ଼ିଆ, କଦଳୀ,ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଥିଲେ । ସେହିଭଳି ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ରାମ ମନ୍ଦିରରେ ଓ…
Read More...

ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ

ମନମୁଣ୍ଡା : ମନମୁଣ୍ଡା ପୋଲିସର ବଡ଼ସଫଳତା । ୧୫ କୁଇଣ୍ଟାଲ ୫୦ କେଜି ଗଂଜେଇ ସହ ଦେଶୀ ବନ୍ଧୁକ ଜବତ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ମତେ ଶଗଡ଼ା ପାଣ୍ଡୀ ଅନ୍ତର୍ଗତ ସେସକାପଡା ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ଏସ ପି. ରାଜ ପ୍ରସାଦ କୌଣସି…
Read More...

କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ

ନୂଆପଡ଼ା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳମଡ଼ାଇ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗତ ୧୯ ତାରିଖ ଦିନ ଏକ କଲରାପତରିଆ ବାଘା ମାରି ଖାଇଥିବା ଜଣାପଡିଥିଲା । ସୁନାବେଡା ଅଭୟାରଣ୍ୟରେ ମଣିଷ ଖିଆ ସେହି କଲରାପତରିଆ ବାଘ କ୍ୟାମେରାରେ କଏଦ ହୋଇଥିବା…
Read More...

ରାମ ନବମୀରେ ରଥ କାଠ ଚିରଟର ଶୁଭାରମ୍ଭ

ପୁରୀ : ପବିତ୍ର ଶ୍ରୀରାମ ନବମୀରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଛି । ଜୁନ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀରାମ ନବମୀ ଅବସରରେ ପରମ୍ପରା କ୍ରମେ ରଥ କାଠ ଚିରଟ ଅନୁକୂଳ ହୋଇଛି । ଏପ୍ରିଲ ୨୩ ତାରିଖରେ ମହାପ୍ରଭୁ ଚନ୍ଦନ ଯାତ୍ରା ଶୁଭାରମ୍ଭ…
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାମ ନବମୀ ପାଳିତ

ଫୁଲବାଣୀ :ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ ରାମ ଭଜନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା । ରାମଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ପୂଜା ଅର୍ଚ୍ଚନା କରାଯିବା ପରେ ଆୟୋଜିତ ସଭାରେ ଭାରତୀୟ ସଂସ୍କୃତି ପରମ୍ପରା…
Read More...