Monthly Archives

November 2020

ହୀରାଞ୍ଚଳର ପ୍ରଭାବ, ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ପ୍ରଶାସନ

ବୌଦ୍ଧ,୩୦/୧୧ - ଗତ ତା 22. 11. 2020 ରିଖ ହୀରାଞ୍ଚଳରେ ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡି ରହିଥିବା ସମ୍ପର୍କରେ ଖବର୍ ପ୍ରକାଶ ପାଇଥିଲା । ଖବରର ପ୍ରଭାବରେ ଗତକାଲି…
Read More...

ପରୀ ହତ୍ୟାକାଣ୍ଡ ଘଟଣା…. ଭାଜପା ମହିଳା ମୋର୍ଚ୍ଚା ତରଫରୁ ଦାରିଙ୍ଗବାଡ଼ିରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶ…

ଦାରିଙ୍ଗବାଡି, ୨୯/୧୧: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପର ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବା ଦାବିରେ ରବିବାର ସନ୍ଧ୍ୟାରେ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଦାରିଙ୍ଗବାଡ଼ି ଠାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଅଛି…
Read More...

ଘଣ୍ଟାପଡା ଧାନମଣ୍ଡି ଖୋଲିଲା, ପ୍ରଥମ ଦିନରେ ବିକିଲେ ୧୭ ଚାଷୀ

ବୌଦ୍ଧ,୨୯/୧୧ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମବାୟ ସମିତିର ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ପ୍ରଥମ ଦିନରେ ଟୋକନ ପାଇଥିବା ୧୭ ଜଣ ଚାଷୀଙ୍କ ଠାରୁ ୪୨୦. ୮୮ କ୍ୱିଣ୍ଟାଲ ଧାନ କ୍ରୟ ଅନ୍ନପୂର୍ଣ୍ଣା ରାଇସ ମିଲ କ୍ରୟ କରିଥିବା ଜଣାପଡିଛି । ଖରିଫ ଧାନମଣ୍ଡିକୁ ଘଣ୍ଟାପଡା ଗ୍ରାମ…
Read More...

ରାଜ୍ୟରେ ପୁଣି ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର ୨୯ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୩୦୭ରେ ପହଞ୍ଚିଛି ।…
Read More...

ନିଆଁ ଲଗାଇ ଅଳିଆ ପୋଡି, ଡାକ୍ତରଖାନା ଧୁଆଁମୟ!

ବୌଦ୍ଧ,୨୯/୧୧ - ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର କେବିନ ପାର୍ଶ୍ୱରେ ଥିବା ଟ୍ରାନ୍ସଫର୍ମର ନିକଟରେ ବିଭିନ୍ନ ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡା ଯାଉଥିବାରୁ ରୋଗୀ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ବାହାରୁଥିବା ଅଳିଆ ଆବର୍ଜନା ପୋଡିବା…
Read More...

ବାଇକ ଦୁର୍ଘଟଣାରେ ୩ ଆହତ

ଦାରିଙ୍ଗବାଡ଼ି,୨୮/୧୧: ଦାରିଙ୍ଗବାଡି ଡ଼ବେରୀ ଵାଲାପଙ୍କା ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଜଣକ ଗାରଗାବାଡ଼ି ଗ୍ରାମର ଆୟୁସମାନ ନାୟକ ଓ ଆହତ ଦୁଇ ଜଣ ହେଲେ ରଞ୍ଜିତବ ନାୟକ, ଶିବୁନ କୁମାର…
Read More...

ବେଆଇନ ବାଲି ଚାଲାଣ,୨ଟ୍ରାକ୍ଟରରୁ ୧୨ ହଜାରଟଙ୍କା ଜୋରିମାନା ଆଦାୟ

ଦାରିଙ୍ଗବାଡ଼ି,୨୮/୧୧: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇ ୧୨ ହଜାର ୨ ଶହ ୪୦ ଟଙ୍କା ଜରିମାନା ଆଦାୟ ହୋଇଥିଲା । ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଙ୍କ ତତ୍ୱବଧାନ କ୍ରମେ ଦାରିଙ୍ଗବାଡ଼ି ଠାରେ ବାଲି ବୋଝେଇ ଟ୍ରାକ୍ଟର ଗୁଡିକର ଯାଞ୍ଚ ଆରମ୍ଭ…
Read More...

ବାରହା ଶିକାର ପାଇଁ ପକା ଯାଇଥିବା ବାରୁଦ ଗୋଳା ଖାଇ ଗାଈ ଗୁରୁତର

ବୌଦ୍ଧ,୨୮/୧୧ - ବନ୍ୟ ଜନ୍ତୁ ବାରହା ଶିକାର ପାଇଁ ସିନ୍ଦୁରପୁର୍ ଗ୍ରାମ୍ୟ ଜଙ୍ଗଲରେ ପକାଯାଇଥିବା ବାରୁଦ ଗୋଳା ଖାଇ ଦେବା ଯୋଗୁଁ ବିସ୍ଫୋରଣରେ ଗୋଟିଏ ଗାଈର ମୁହଁ କ୍ଷତବିକ୍ଷତ ହୋଇ ଯାଇଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାୟୀ କିଛି ଅସାଧୁ ବ୍ୟକ୍ତି ଜଙ୍ଗଲୀ ବାରହା ଶିକାର…
Read More...

କାର୍ତ୍ତିକ ମାସରେ ମନ୍ଦିରରେ ଦେଖାଯାଉଛି ଆକାଶ ଦୀପ

ପାରଳାଖେମୁଣ୍ଡି,୨୮/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ବିଭିନ୍ନ ପୁରପଲ୍ଲୀରେ କାର୍ତ୍ତିକମାସ ପୂଣ୍ୟ ମାସ ହୋଇଥିବାରୁ ଜଗନ୍ନାଥ ମନ୍ଦିର,ରାଧା କୃଷ୍ଣ ମନ୍ଦିର,ଶିବ ମନ୍ଦିର ଓ ଚହୁଁରାମୂଳେ ଆକାଶ ଦୀପ ଜଳୁଥିବାର ଦେଖିବାକୁ ମିଳିଛି । କାର୍ତ୍ତିକ ମାସ କୃଷ୍ଣପକ୍ଷ…
Read More...

କଚେରୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର,୨୮/୧୧- ଜଣେ ଅବୋଧ ଶିଶୁ ବାଳିକା ପରୀକୁ ଅମାନୁଷିକ ଭାବରେ ହତ୍ୟା କରାଯିବା ବିରୁଦ୍ଧରେ ରାଜ୍ୟ ସାରା ଆନ୍ଦୋଳନ ଜାରି ରଖିବା ପାଇଁ ଭାରତୀୟ ଜନତା ପାର୍ଟି ଚେଷ୍ଟା ଜାରିରଖିଛି । ଏହି ଶୃଙ୍ଖଳାରେ ଆଜି ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ପାର୍ଟି ଅଫିସରୁ ଏକ ଶୋଭାଯାତ୍ରା ସହିତ…
Read More...