ବାଇକ ଦୁର୍ଘଟଣାରେ ୩ ଆହତ

0 99

hiring

ଦାରିଙ୍ଗବାଡ଼ି,୨୮/୧୧: ଦାରିଙ୍ଗବାଡି ଡ଼ବେରୀ ଵାଲାପଙ୍କା ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଜଣକ ଗାରଗାବାଡ଼ି ଗ୍ରାମର ଆୟୁସମାନ ନାୟକ ଓ ଆହତ ଦୁଇ ଜଣ ହେଲେ ରଞ୍ଜିତବ ନାୟକ, ଶିବୁନ କୁମାର ନାୟକ । ଘଟଣା ନେଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ସୂଚନା ପାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ସମସ୍ତଙ୍କୁ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ ।

hiranchal ad1
Leave A Reply

Your email address will not be published.

15 − 7 =