କ.ନୂଆଗାଁ ପୋଲିସ୍ ଦ୍ବାରା ୫୦ଜଣ ଶ୍ରମିକ ଉଦ୍ଧାର

0 198


ବାଲିଗୁଡ଼ା,୩୦/୧୧- କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ଦ୍ବାରା ୫୦ ଜଣ ଦାଦନ ଶ୍ରମିକ ଉଦ୍ଧାର । କେଉଁଝର ଓ କନ୍ଧମାଳ ଜିଲ୍ଲାରୁ ତାମିଲନାଡ଼ୁ ର ତିରୁପୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଉଦ୍ଧାର କରିଛି କ.ନୂଆଗାଁ ପୋଲିସ୍ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଘଟଣାସ୍ଥଳରେ ପହଁଚି କାଗଜ ପତ୍ର ଯାଞ୍ଚ୍ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ୫୦ଜଣଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

one × 2 =