Monthly Archives

July 2019

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫"ଟି' ସଚିବ ଭାବେ ପାଣ୍ଡିଆନ ଦାୟିତ୍ୱ ପାଇଛନ୍ତି । ୫ଟି ହେଉଛି ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍,…
Read More...

ଦୌଡ଼ ରେକର୍ଡ଼ ଭାଙ୍ଗିଲେ ଦଲିଲା

ନୂଆଦିଲ୍ଲୀ : ୟୁଏସ୍ ଚାମ୍ପିୟନ୍ସିପ୍ସରେ ୪୦୦ ମିଟର ହଡଲ୍ସ ପ୍ରତିଯୋଗିତାରେ ଅଲିମ୍ପିକ୍ ଚାମ୍ପିୟନ୍ ଦଲିଲା ମହମ୍ମଦ ରେକର୍ଡ଼ ଭାଙ୍ଗିଛନ୍ତି । ୨୯-ବର୍ଷିଆ ଏହି ମହିଳା ଆଥଲେଟ୍ ୫୨.୨୦ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରିଥିଲେ । ଏଥିସହ ସେ ଋଷିଆର ୟୁଲିଆ ପେଚୋଙ୍କିନାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି…
Read More...

ସାମାନ୍ୟ ବର୍ଷା ଯୋଗୁଁ ଚାଷୀମନରେ ଆଶାର ସଂଚାର : ହୀରାକୁଦ ଜଳଭଣ୍ଡାର ର ସ୍ଥିତିରେ ଉନ୍ନତି

ସମ୍ୱଲପୁର : ଏବର୍ଷ ଅନାବୃଷ୍ଟି ଆଶଙ୍କା ରେ ଆତଙ୍କିତ ଚାଷୀକୁଳ ର ମନରେ ଆଜି ସକାଳୁ କିଛି ଆଶାର ସ°ଚାର ହୋଇଛି । ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ମଧ୍ୟ ଏଥର ଚାଷକାର୍ଯ୍ଯ ଅନୁରୂପେ ବର୍ଷା ହୋଇ ନ ଥିବାରୁ ଚାଷୀମାନେ ପ୍ରାୟତଃ ନିରାଶ ହୋଇ ଯାଇଥିଲେ । କିନ୍ତୁ ଗତସନ୍ଧ୍ଯାରୁ ଘନଘୋର ବର୍ଷା ନ…
Read More...

ଆଜିଠାରୁ ୩ଦିନ ପାଇଁ ଜିଲ୍ଲା କୋର୍ଟ ବନ୍ଦ ରହିବ: ଝିପିଝିପି ବର୍ଷା ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆନ୍ଦୋଳନ…

ସମ୍ବଲପୁର : ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ଯୋଗୁଁ ଆଜିଠାରୁ ଆଗାମୀ ତିନଦିନ ପାଇଁ ଜିଲ୍ଲାର ସମସ୍ତ ନ୍ଯାୟାଲୟ ବନ୍ଦ ରହିବ । ଗତରାତି ରୁ ଲାଗି ରହିଥିବା ଝିପିଝିପି ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ତାଙ୍କର ଦାବି କୁ ନେଇ ସ୍ଥାନୀୟ କଚେରୀ ଛକଠାରେ ଧାରଣାରେ ବସି ରହିଥିବା…
Read More...

ଏହି ବଲିଉଡ ନାୟିକା ୬ମାସ ହରାଇଥିଲେ ସ୍ମୃତି ଶକ୍ତି

ନିଜର ଫିଟନେସ୍, ଷ୍ଟାଇଲ୍ ଓ ଡ୍ୟାନ୍ସର ମୁଭ୍ସ୍ ପାଇଁ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥାନ୍ତି । ଦିଶାଙ୍କର ବୋଲ୍ଡ ଓ ସ୍ପୋର୍ଟି ଲୁକ୍ ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଥାଏ । କିନ୍ତୁ ଦିଶା ନିଜ ବିଷୟରେ ଏକ…
Read More...

ଡେଭିସ୍ କପ୍ : ୫୫ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ । ଦୀର୍ଘ ୫୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତ ଏହି ଗସ୍ତରେ ଯିବ । ନିଖିଳ ଭାରତ ଟେନିସ୍ ଆସୋସିଏସନ୍ (ଆଇଟା)ର ମହାସଚିବ ହିରଣ୍ମୟ ଚାଟାର୍ଜୀ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯାହା…
Read More...

ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

ମାଲକାନାଗିରି : ରବିବାରଠାରୁ ମାଓବାଦୀମାନଙ୍କର ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ । ଏ ନେଇ ମାଓ ଅଧ୍ୟୁଷିତ ଅଂଚଳ ଯଥା-ମାଲକାନାଗିରି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି ।…
Read More...

କେନ୍ଦ୍ରକୁ ପଶ୍ଚିମବଙ୍ଗ ରାଜ୍ୟପାଳ ଚିଠି : ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ

କୋଲକତା : ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଯେଉଁ ରାଜନୈତିକ ହିଂସା ଲାଗି ରହିଛି, ସେଥିପାଇଁ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ମମତା ବାନାର୍ଜୀଙ୍କ ସରକାରକୁ ଦାୟୀ କରିଛନ୍ତି । ରାଜ୍ୟ ପରିସ୍ଥିତି ସଂପର୍କରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ରାଜ୍ୟରେ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସରେ ଅତ୍ୟାଧୁନିକ ଫିଜିଓଥେରାପି କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଅତ୍ୟାଧୁନିକ ଫିଜିଓଥେରାପି ଅକ୍ୟୁପେସନାଲ୍‍ ଥେରାପି କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଉଦ୍‍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଫିଜିଓଥେରାପି ଓ…
Read More...

ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ଧାର୍ମିକ କାହିଁକି ଜାଣନ୍ତୁ

ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଧାର୍ମିକ ବୋଲି ଏକ ଗବେଶଣାରୁ ସ୍ପଷ୍ଟ ହୋଇଛି । ଝିଅମାନେ ପୁଅମାନଙ୍କ ଅପେକ୍ଷା ଈଶ୍ୱରଙ୍କ ଉପରେ କେବଳ ପ୍ରଗାଢ ବିଶ୍ୱାସ ରଖନ୍ତି ତା’ ନୁହେଁ ବରଂ ପୁର୍ନଜନ୍ମ ଉପରେ ମଧ୍ୟ. ଭରସା ରଖନ୍ତି । ଗବେଷଣା ଅନୁସାରେ ଦୁଇ ତୃତୀୟାଂଶ ଝିଅ ଈଶ୍ୱରଙ୍କୁ ହୃଦୟର ସହ…
Read More...