Monthly Archives

July 2019

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ

ବାଲିଗୁଡା : ଲଗାଣ ବର୍ଷାରେ ଧୋଇଗଲା ୫୯ନଂ ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ ଓ ମୁଣ୍ଡୁଲିପଦର ଠାରେ 59 ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । https://youtu.be/HEUfv2A5kkU ଫଳରେ…
Read More...

ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ୍

ବାଲିଗୁଡା : ଦୁଷ୍କର୍ମକାରୀକୁ ସାତ ବର୍ଷ ଜେଲ୍ ଦଣ୍ଡସହ ୧୦ହଜାର ଟଙ୍କା ଜୋରିମାନା । କେସ୍ ନଂ ୧୧୬/୨୦୧୭ମସିହା ଦାରିଙ୍ଗବାଡି ଥାନାର ଏକ ଦୁଷ୍କର୍ମ ମାମଲାର ବିଚାରକରି ମାନ୍ୟବର ସହକାରୀ ଦୌରାଜର୍ଜ ବାଲିଗୁଡା ମାମଲାର ଶୁଣାଣି କରି ଅଭିଯୁକ୍ତ ଅନୁପମ ପ୍ରଧାନକୁ ୭ବର୍ଷ ସଶ୍ରମ କାରାଦଣ୍ଡ…
Read More...

ସାରାଙ୍କ ପରେ ଏହି ଅଭିନେତ୍ରୀ କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ସଞ୍ଜୟ ଲୀଳା ଭଂଶାଳୀଙ୍କ ଭାଣିଜୀ ଶର୍ମିନ ଶେହଗଲ। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଫିଲ୍ମ ମଲାଲରୁ ବଲିଉଡରେ ପାଦ…
Read More...

ଘରେ ଅଶାନ୍ତି ଓ ଆର୍ଥିକ ସମସ୍ୟା ଥିଲେ ଏମିତି ଦୂର କରନ୍ତୁ ବାସ୍ତୁ ଦୋଷ

ଆପଣଙ୍କ ଘରେ ବାସ୍ତୁ ଦୋଷ ଅଛି କି? ଯାହା ଲାଗି ଘରେ ସୁଖଶାନ୍ତି ରହୁନି। ଯେତେ ରୋଜଗାର କଲେ ମଧ୍ୟ ପରିବାରର ଆର୍ଥିକ ସମସ୍ୟା ଦୂର ହେଉନି। ସର୍ବଦା ଘରେ କଳହ ଓ ଅଶାନ୍ତି ଲାଗି ରହୁଛି । ତେବେ ଆମେ ଆଜି ବାସ୍ତୁ ଦୋଷ ଦୂର ବିଷୟରେ କିଛି ଉପାୟ କହିବୁ। ଯାହାକୁ ମାନିଲେ ଆପଣଙ୍କ…
Read More...

ସ୍ବାଧୀନତା ଦିବସର ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ : ନାଗରିକମାନଙ୍କ ଆହ୍ବାନକୁ ଓକିଲ ସଂଘର ସହମତି

ସମ୍ବଲପୁର : ଜନସାଧାରଣଙ୍କ ଦ୍ବାରଦେଶରେ ନ୍ଯାୟ ପହଞ୍ଚେଇବା ବୋଲି ସରକାରଙ୍କ ନୀତିଗତ ନିଷ୍ପତ୍ତି ଅନୁସାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଦାବି କୁ ନେଇ ଗତ ପାଞ୍ଚ ଦଶନ୍ଧି ହେଲା ସମ୍ବଲପୁର ଠାରେ ଆନ୍ଦୋଳନ ହୋଇ ଆସୁଛି, ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳି ପାରିନାହିଁ ।…
Read More...

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ ନୂଆଦିଲ୍ଲୀ: ଜାପାନ୍ ଓପନ୍ର ସିଙ୍ଗିଲ୍ସ ଇଭେଣ୍ଟରେ ବି ସାଇ ପ୍ରଣୀଥଙ୍କ ଅଭିଯାନ ଅବ୍ୟାହତ ରହିଛି । ଶୁକ୍ରବାର ସେ ସେମିଫାଇଲାରେ ପ୍ରବେଶ କରିଛନ୍ତି । ତେବେ ମହିଳା ବିଭାଗରେ ପିଭି ସିନ୍ଧୁ ମଧ୍ୟ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇିଛନ୍ତି ।…
Read More...

କ୍ରାଇମବ୍ରାଞ୍ଚ ନଜରରେ ସାରଥୀ

ଭୁବନେଶ୍ୱର : ଗତକାଲି ଚୌଦ୍ୱାର ଜେଲରୁ ଆତ୍ମଘୋଷିତ ଭଣ୍ଡବାବା ସାରଥୀ ଓରଫ ସନ୍ତୋଷ ରାଉଳ ବାହାରିବା ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟ ସୂଚନାଦେଇ କହିଛନ୍ତି ଯେ, ସାରଥୀଙ୍କ ଉପରେ କ୍ରାଇମବ୍ରାଞ୍ଚ ନଜର ରଖିବ । ବେଲ୍ବଣ୍ଡ ସର୍ତ୍ତ ସେ ପାଳନ କରୁଛନ୍ତି କି ନା' ସେ ନେଇ…
Read More...

କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀଙ୍କୁ ଭେଟିଲେ ଡଃ ସାମନ୍ତ : କେବିକେ ଭଳି କନ୍ଧମାଳ ସଂସଦୀୟ…

ନୂଆଦିଲ୍ଲୀ: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରାଓ ଇନ୍ଦ୍ରଜିତ୍ ସିଂଙ୍କୁ ଭେଟି ଓଡ଼ିଶାର କେବିକେ ଜିଲ୍ଲାଗୁଡ଼ିକ ପାଇଁ ପୂର୍ବରୁ ଲାଗୁ ହୋଇଥିବା ଦୀର୍ଘମିଆଦି ବିକାଶମୂଳକ ଯୋଜନାଗୁଡ଼ିକୁ ପୁଣି ଆରମ୍ଭ…
Read More...

ହିନ୍ଦୁ ସ୍ତ୍ରୀମାନେ ସୀମନ୍ତରେ ସିନ୍ଦୁର ଲଗାନ୍ତି କାହିଁକି ?

ସୀମନ୍ତରେ ସିନ୍ଦୁର ଲଗାଇବା ସୁହାଗିନୀ ସ୍ତ୍ରୀର ସୂଚକ ଅଟେ । ହିନ୍ଦୁ ବିବାହିତ ରମଣୀମାନେ ସିନ୍ଦୁର ଲଗାଇ ଥାଆନ୍ତି । କୁମାରୀ କନ୍ୟା ଓ ବିଧବା ସ୍ତ୍ରୀ ଏହା ଲଗାଇବା ନିଷେଧ ଅଟେ । ଏହା ବ୍ୟତୀତ ସିନ୍ଦୁର ଲଗାଇବା ଦ୍ୱାରା ସ୍ତ୍ରୀମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧିପାଇଥାଏ । ବିବାହ…
Read More...

ବିଜେପି ର ସଦସ୍ୟତା ଅଭିଯାନ ଆରମ୍ଭ

ବାଲିଗୁଡା :-ଭାରତୀୟ ଜନତା ପାର୍ଟି ବାଲିଗୁଡା ଶାଖା ପକ୍ଷରୁ ଆଜି ସ୍ଥାନୀୟ ହନୁମାନ ମନ୍ଦିର ଠାରେ କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପର୍ବ ସଦସ୍ୟତା ଅଭିଯାନ 2019 ବିସ୍ତାରକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି . ଏହି ବୈଠକ…
Read More...