Monthly Archives

July 2019

ସମ୍ବଲପୁରରେ ଦିବାଲୋକରେ ହତ୍ୟାକାଣ୍ଡ

ସମ୍ବଲପୁର : ସମ୍ବଲପୁର ମହାନଗର ଅଞ୍ଚଳର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଦୁର୍ଗାମଣ୍ଡପ ପାଖରେ ଆଜି ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଚା ଦୋକାନ ଖୋଲି ବ୍ୟବସାୟ କରୁଥିବା ସ୍ଥାନୀୟ ଜଗନ୍ନାଥ କଲୋନୀ ନିବାସୀ ସନ୍ତୋଷ ପଟ୍ଟନାୟକକୁ ୨ଜଣ ଦୁବୃର୍ତ୍ତ କୌଣସି କାରଣରୁ ହତ୍ୟା କରିଛନ୍ତି…
Read More...

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅଧିକ ମୋବାଇଲ…

ନୂଆଦିଲ୍ଲୀ : କେନ୍ଦ୍ର ଆଇନ୍ ଓ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଭେଟି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମୋବାଇଲ୍ ନେଟୱାର୍କ ବ୍ୟବସ୍ଥାକୁ ଅଧିକ ବ୍ୟାପକ…
Read More...

ଦୁଗ୍ଧ ଉତ୍ପାଦନ ଓ ଚାଷୀବୀମା ନେଇ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦବେଗ

ନୂଆଦିଲ୍ଲୀ : ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମୋଦି ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦୁଗ୍ଧ ବ୍ୟବସାୟ କୃଷକମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ସାଧନ ବା ସମ୍ବଳ ହୋଇଥିବାରୁ ଏହା ଉପରେ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୪୦…
Read More...

ଜାପାନ୍ ଓପନ୍: କ୍ୱାର୍ଟରରେ ସିନ୍ଧୁ

ଟୋକିଓ: ଭାରତୀୟ ମହିଳା ପ୍ରତିଯୋଗୀ ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ ଜାପାନ୍ ଓପନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଜାପାନ୍ର ଆୟା ଓହରିଙ୍କ ସହ ତାଙ୍କର ଦୀର୍ଘ ଏକ ଘଣ୍ଟାର କଡ଼ା ସଂଘର୍ଷ ହୋଇଥିଲା । ଏଥିରେ ସିନ୍ଧୁ ତାଙ୍କୁ ୧୧-୨୧,…
Read More...

ସଲାଗୁଡା ଗ୍ରାମରେ ଅଘଟଣ: ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ଗ୍ରାମରେ ଅଘଟଣ । ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର । ପଡୋଶୀ ଘରେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବାଯାଇ ଦୁଇ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ସଲାଗୁଡା ଗ୍ରାମର ସମରେନ୍ଦ୍ର କହଁରଙ୍କ ଘରେ…
Read More...

‘ସାହୋ’ ର ନୂଆ ପୋଷ୍ଟର ରିଲିଜ୍

ଫିଲ୍ମ ‘ସାହୋ’ର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ରିଲିଜ୍ ହେଉ ହେଉ ସାହୋ ର ପୋଷ୍ଟର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ପୋଷ୍ଟରରେ ବାହୁବଲୀ ଫେମ୍ ଅଭିନେତା ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କୁ ରୋମାଂଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିରେ ଉଭୟଙ୍କ ମଧ୍ୟରେ…
Read More...

“ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଟିକୁ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ଶ୍ରୀ ରବିଦତ ବାଜପେୟୀ ଲେଖିଛନ୍ତି । ସଂସଦ ପାଠାଗାର ପରିସରସ୍ଥିତ ବାଲଯୋଗୀ…
Read More...

ଆଠ ବର୍ଷ ପରେ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ ଜୟଶ୍ରୀ ମିଶ୍ର ନିଖୋଜ ମାମଲା ହତ୍ୟାକାଣ୍ଡ ରେ ରୂପାନ୍ତରିତ

ସମ୍ବଲପୁର : ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇ ୨୦୧୧ ମସିହାରେ ହଠାତ ନିଖୋଜ ହୋଇ ଯାଇ ଥିବା ମାମଲା ଗତକାଲି ଆଠବର୍ଷ ପରେ ହତ୍ୟାକାଣ୍ଡ ରୂପେ ବିବେଚିତ ହୋଇଛି । ଏହି ମାମଲାରେ ସ୍ଥାନୀୟ ନନ୍ଦପଡା ନିବାସୀ ଜୟଶ୍ରୀ ମିଶ୍ର ଙ୍କୁ ହତ୍ଯା କରିଥିବା ଅଭିଯୋଗ ରେ ନିକଟସ୍ଥ…
Read More...

କାହାକୁ କଟକଣା ନାହିଁ, ସମସ୍ତେ ମନଖୋଲି କହିପାରିବେ: କୋହଲି

ନୂଆଦିଲ୍ଲୀ: ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଏବଂ ଆଗକୁ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଗଣମାଧ୍ୟମରେ ନାନା ଚର୍ଚ୍ଚା ଲାଗି ରହିଛି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ମନୋନୟନରେ ବ୍ୟତିକ୍ରମ ନେଇ ଆଲୋଚନା ହୋଇଛି । ଖେଳାଳିମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଉନାହିଁ…
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପିରେ ଛକାପଞ୍ଝା

ବେଙ୍ଗାଲୁର: କର୍ଣ୍ଣାଟକରେ ୧୩ ମାସର କଂଗ୍ରେସ ଓ ଜେଡ଼ିଏସ୍ ସରକାରକୁ ଗଡ଼ାଇବା ଲାଗି ଦୀର୍ଘ ମାସେ ହେଲା ବିଜେପି ଉଦ୍ୟମ କରିଆସୁଥିଲା । ଏବେ ଶେଷରେ ଏଚ୍ଡ଼ି କୁମାରସ୍ୱାମୀ ନେତୃତ୍ୱାଧୀନ ମିଳିତ ସରକାରର ପତନ ଘଟିଛି । ଗତକାଲି କୁମାରସ୍ୱାମୀ ଆସ୍ଥା ଭୋଟରେ ହାରିଯାଇଛନ୍ତି । ଏହାପରେ…
Read More...