Monthly Archives

July 2019

ପାଟକୁରା ଦଖଲ କଲା ବିଜେଡି, ବିଜେପି ଦେଲା କଡା ଟକ୍କର

ଭୁବନେଶ୍ୱର/କେନ୍ଦ୍ରାପଡା: ପାଟକୁରା ବିଧାନସଭା ଆସନର ନିର୍ବାଚନ ଫଳାଫଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ନିର୍ବାଚନରେ ବିଜୁ ଜନତା ଦଳର ପ୍ରାଥିିନୀ ସାବିତ୍ରୀ ଅଗ୍ରୱାଲ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭୯୨୦…
Read More...

ବ୍ରହ୍ମଣୀ ଗାଁ ଅଞ୍ଚଳରେ ବାଘ ଆତଙ୍କ : ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ

କନ୍ଧମାଳ ଜିଲ୍ଲା ବ୍ରହ୍ମଣୀ ଗାଁ ଅଞ୍ଚଳରେ ବାଘ ଆତଙ୍କ । ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ । ସୂଚନା ପ୍ରକାରେ ବ୍ରହ୍ମଣୀ ଗାଁ ରୁ ତିନିକିଲୋମିଟର ଦୂର ଏକ ପାହାଡ଼ ଉପରେ ଛ ପରିବାର ବସବାସ କରୁଛନ୍ତି । ସେହି ପରିବାର ମଧ୍ୟରୁ ସୁଙ୍ଗୁଳା ମଳିକ ନାମକ ଜଣେ ବ୍ୟକ୍ତି ଘଞ୍ଚ ଜଙ୍ଗଲକୁ ଗାଇ…
Read More...

ପାଟକୁରା ନିର୍ବାଚନ : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ପାଟକୁରା : ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୧୭୯୧ ଭୋଟ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪୨,୦୩୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ…
Read More...

ଏହି ଦିଗରେ ରୋଷେଇ କରନ୍ତୁ,ରହିବନି ବାସ୍ତୁ ଦୋଷ

- ଘରର ରୋଷେଇ ଘର ଯଦି ପୂର୍ବ ଦିଗରେ ଥାଏ, ତେବେ ଏହା ବାସ୍ତୁ ସମ୍ମତ ଓ ବହୁତ ଶୁଭ ମନାଯାଏ ।– ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କଲେ ଘରର ମହିଳାଙ୍କ ଦେହଅସୁସ୍ଥ ହୋଇଥାଏ । ସେମାନଙ୍କଠାରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ ।-ପଶ୍ଚିମ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା…
Read More...

ଅସହାୟ ସ୍ଥିତିରେ ପାକିସ୍ତାନ : ଆର୍ଥିକ ସହାୟତା ବନ୍ଦ କରିବ ଆମେରିକା

ୱାଶିଂଟନ୍ : ବାରମ୍ବାର ତାଗିଦ୍ ସତ୍ତେ୍ୱ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କୁ ଦମନ କରିବାରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁନଥିବାରୁ ସେଥିନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁନ୍ ଆମେରିକା ଗସ୍ତରେ…
Read More...

ଆସେସ୍ ଜର୍ସିରେ ରହିବ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆସେସ୍ ସିରିଜ୍ରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଣିକି ଆସେସ୍ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ଦିନିକିଆ ଓ ଟି-୨୦ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ତେବେ ଟେଷ୍ଟ ମ୍ୟାଚ୍ଗୁଡ଼ିକରେ ପାରମ୍ପରିକ…
Read More...

ପ୍ରକାଶ ପାଇଲା ଓଜେଏସ୍ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଲୋକସଭା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ୍ ୪୧ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୨୬ଜଣ ମହିଳା…
Read More...

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ପ୍ରକାର ଗଛ ଲଗାଇବା ଶୁଭ ହୋଇଥାଏ

ବୃକ୍ଷଲତା ଆମ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିନା ବୃକ୍ଷଲତାରେ ଜୀବନର ଅସ୍ତିତ୍ୱ ନାହିଁ। ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତାରେ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ଅନେକ ଉଲ୍ଲେଖ ରହିଛି।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗଛର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ତେଣୁ ଏଗୁଡ଼ିକ ଭିନ୍ନ ଭିନ୍ନ…
Read More...

ସୁଇଜରଲାଣ୍ଡ ରାଷ୍ଟ୍ରଦୂତଙ୍କ କିସ୍‍ ପରିଦର୍ଶନ

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ମିଶନ୍‍ ମୁଖ୍ୟ ଡ. ଆନେଡ୍ରେସ୍‍ ବମ୍‍ ସୋମବାର କିସ୍‍ ଓ କିଟ୍‍ ପରିଦର୍ଶନ କରିଛନ୍ତି । ସେ କିଟର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଦେଖିଥିଲେ । ପରେ ସେ କିସର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ…
Read More...

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଫଳତା ପାଇଁ ବନସୁରକ୍ଷା ସମିତିକୁ ଆହ୍ୱାନ : ପ୍ରଥମ ପର୍ଯ୍ୟାୟରେ ୧୭୬ ଜଣ ଚାଷୀଙ୍କୁ…

ରାଜକିଶୋରନଗର :ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବାମୁର ବନାଞ୍ଚଳ ପକ୍ଷରୁ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଅବସରରେ ବାମୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଆନ୍ତଃବିଭାଗୀୟ ଏକାଭିମୁଖିକରଣ…
Read More...