ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ଧାର୍ମିକ କାହିଁକି ଜାଣନ୍ତୁ

0 658

ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଧାର୍ମିକ ବୋଲି ଏକ ଗବେଶଣାରୁ ସ୍ପଷ୍ଟ ହୋଇଛି । ଝିଅମାନେ ପୁଅମାନଙ୍କ ଅପେକ୍ଷା ଈଶ୍ୱରଙ୍କ ଉପରେ କେବଳ ପ୍ରଗାଢ ବିଶ୍ୱାସ ରଖନ୍ତି ତା’ ନୁହେଁ ବରଂ ପୁର୍ନଜନ୍ମ ଉପରେ ମଧ୍ୟ. ଭରସା ରଖନ୍ତି । ଗବେଷଣା ଅନୁସାରେ ଦୁଇ ତୃତୀୟାଂଶ ଝିଅ ଈଶ୍ୱରଙ୍କୁ ହୃଦୟର ସହ ଭରସା କରିଥାନ୍ତି । କିନ୍ତୁ ଏଭଳି ଭରସା ରଖୁଥିବା ପୁଅଙ୍କ ସଂଖ୍ୟା ମାତ୍ର ୫୦ ପ୍ରତିଶତ । ଲଣ୍ଡନର ଦ ୟୁସିଏଲ ଇନଷ୍ଟିଚ୍ୟୁସନ ଅଫ୍ ଏଜୁକେସନରେ ହୋଇଥିବା ଗବେଷଣା ମତରେ ଝିଅ ସ୍ୱଭାବରେ ଅଧିକ ଧାର୍ମିକ ଥାଆନ୍ତି । ପୁର୍ନଜନ୍ମର କଥାକୁ ୬୦ ପ୍ରତିଶତ ଝିଅ ସତ ବୋଲି ମାନିଥାନ୍ତି । କିନ୍ତୁ ଏ କ୍ଷେତ୍ରରେ ମାତ୍ର ୩୫ ପ୍ରତିଶତ ପୁଅ ଏହାକୁ ବିଶ୍ୱାସ କରିଥାନ୍ତି ।

hiranchal ad1
Leave A Reply

Your email address will not be published.

nineteen + 2 =