Monthly Archives

July 2023

ଚିକିତ୍ସା ପରେ ଅସୁସ୍ଥ ହାତୀକୁ ଜଙ୍ଗଲରେ ଛଡାଗଲା

ଆଠଗଡ: ଆଠଗଡ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇପଡ଼ିଥିବା ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରାଯିବା ପରେ ହାତୀଟିକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଆଠଗଡ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାୟକଙ୍କ ଠାରୁ ମିଳିଥିବା…
Read More...

ଓଷ୍ଟାର ବ୍ଲକ୍‌ କାର୍ଯ୍ୟକାରିଣୀ ବୈଠକ ଓ ଅବସରକାଳୀନ ସମ୍ବର୍ଦ୍ଧନା

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ ଓଷ୍ଟାର ବ୍ଲକ୍‌ କାର୍ଯ୍ୟକାରିଣୀ ବୈଠକ, ଦଶପଲ୍ଲା ନିକଟସ୍ଥ ତେଣ୍ଡାବାଡି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଷ୍ଟାର ରାଜ୍ୟ ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ୍‌ ଯୋଗଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା…
Read More...

ଝରାପଡା ବାସୀଙ୍କ ପାଖରେ ପହଞ୍ଚିଲା ପଲିଥିନ

ସୁବର୍ଣ୍ଣପୁର : ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମପଞ୍ଚାୟତର ଝରାପଡା ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଶୀର୍ଷକ ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଗାଁରେ ପହଞ୍ଚି ବସ୍ତିର ଲୋକଙ୍କ…
Read More...

ବିରଳ ଧଳା ପେଚା ଉଦ୍ଧାର

ରାୟଗଡା : ରାୟଗଡା ସହରର କାଳୀ ମନ୍ଦିର ଛକ ନିକଟ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପାଚେରୀ ନିକଟରୁ ଆଜି ଏକ ବିରଳ ଧଳା ପେଚା ଉଦ୍ଧାର ହୋଇଛି । ରାସ୍ତା କଡ ଡ୍ରେନ ଉପରେ ପେଚାଟି ଉଡି ନ ପାରି ବସି ରହିଥିବା ବେଳେ ସ୍ଥାନୀୟ କିଛି ଲୋକେ ଦେଖିବାକୁ ପାଇଥିଲେ । ପରେ ପେଚାଟିକୁ…
Read More...

ଆର୍ଟକୁ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ୱପ୍ନ ,ରାୟଗଡା ସହରର ସୌନ୍ଦର୍ଯ୍ୟ ବଢାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର

ରାୟଗଡା: ରାୟଗଡା ସହରର ବ୍ଳକ କଲୋନୀ କାନ୍ଥରେ ଶୋଭା ପାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର । ଏହି ଭଳି ଚିତ୍ରଗୁଡିକ ସହରର ବିଭିନ୍ନ ସ୍ଥାନରେ ଆଙ୍କି ସହରର ସୈାନ୍ଦଯ୍ୟ ବଢାଇବା ସହ ଯୁବ ପିଢୀ ଆର୍ଟ ଭଳି କ୍ଷେତ୍ରରେ ମଧ୍ୟ ନିଜର ସୁନ୍ଦର ଭବିଷ୍ୟତ ଗଢି ପାରିବେ ବୋଲି କହିଛନ୍ତି ଯୁବ…
Read More...

ଲଗାଣ ବର୍ଷାରେ ବେହାଲ୍‌ ବାଲିଗୁଡ଼ା ଅଞ୍ଚଳ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଗତ କାଲି ଠାରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଅଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିବା ସୂଚନା ରହୁଛି । ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ କୁର୍ତ୍ତମଗଡ଼…
Read More...

ଆଶ୍ରମରେ ହତ୍ୟା ଓ ବୋମା ମାଡ ଘଟଣାର ପର୍ଦ୍ଦାଫାସ କଲା ପୁରୀ ପୁଲିସ

ପୁରୀ: ପୁରୀ ବାସେଳି ସାହି ଥାନା ଅଧିନ ଲୋକନାଥ ରୋଡ଼ ଗୁରୁକୃପା ଆଶ୍ରମରେ ବାବାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହଠାତ୍‌ ଗଣ୍ଡଗୋଳ ଘଟି ଉତ୍ତେଜନା ସୃଷ୍ଟି ହେବାରୁ ଅର୍ଜୁନ ବାବାଙ୍କୁ ଅଭିଯୁକ୍ତ ବିଷ୍ଣୁ ବାବା କାଠ ଫାଳିଆରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା…
Read More...

ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ : ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି । ସେହିପରି ଆଉ ଜଣେ ବାବାଙ୍କ ମୁଣ୍ଡରେ ଇଟା ଛେଚି ତାଙ୍କୁ ଗୁରୁତର ଆହତ କରିଛି । ମୃତ ବାବା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଜୁନ…
Read More...

ବନକଲାଗି ନୀତି ବିବାଦ: ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ, ପରବର୍ତ୍ତୀ ଆଲୋଚନାରେ ହୋଇପାରେ ସମାଧାନ

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଆଜି ଅନୁଷ୍ଠିତ ଜରୁରୀ କାଳୀନ ନୀତି ସବକମିଟି ବୈଠକ ହୋଇଥିବା ବେଳେ ଚୂଡାନ୍ତ ନିଷ୍ପତି ଆଗାମୀ ପରିଚାଳନା କମିଟି ବୈଠକରେ ହେବା ନେଇ ସୂଚନା ମିଳିଛି । ଫଳରେ ଆସନ୍ତା ବୁଧବାର ବି ବନକଲାଗି ହେବା ନେଇ ଅନିଶ୍ଚିତତା ରହିଥିବା ସତ୍ତେ୍ୱ ବନକଲାଗି ନୀତି…
Read More...

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟକାରିଣୀ ବୈଠକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ଜାତୀୟ କୃମି ନାଶକ ଦିବସର ଟାସ୍କ ଫୋର୍ସ…
Read More...