ବିରଳ ଧଳା ପେଚା ଉଦ୍ଧାର

0 54

ରାୟଗଡା : ରାୟଗଡା ସହରର କାଳୀ ମନ୍ଦିର ଛକ ନିକଟ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ କାର୍ଯ୍ୟାଳୟ ପାଚେରୀ ନିକଟରୁ ଆଜି ଏକ ବିରଳ ଧଳା ପେଚା ଉଦ୍ଧାର ହୋଇଛି । ରାସ୍ତା କଡ ଡ୍ରେନ ଉପରେ ପେଚାଟି ଉଡି ନ ପାରି ବସି ରହିଥିବା ବେଳେ ସ୍ଥାନୀୟ କିଛି ଲୋକେ ଦେଖିବାକୁ ପାଇଥିଲେ । ପରେ ପେଚାଟିକୁ ଉଦ୍ଧାର କରି ମନ୍ଦିର ନିକଟକୁ ନିଆଯାଇଥିବା ଦେଖିବାକୁ ମିଳିଥିଲା । ପେଚାଟିକୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

nineteen + nineteen =