Monthly Archives

March 2020

କରୋନା ମୁକାବିଲା : କୁସ୍ତି ମହାସଂଘ ୧୧ଲକ୍ଷ ଦାନ କଲା, ପୁନମ ଓ ମିତାଲି ବି ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ମହାସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ମହିଳା କ୍ରିକେଟର ମିତ୍ତାଲି ରାଜ ୧୦ଲକ୍ଷ ଓ ପୁନମ ଯାଦବ ୨ଲକ୍ଷ ଟଙ୍କା ଦେବାକୁ ଘୋଷଣା…
Read More...

ସଚେତନ ହେଲେ ଯୁବସମାଜ : ଗାଁକୁ ଲକଡାଉନ କରିବା ପାଇଁ ଅଣ୍ଟାଭିଡିଲେ

ପୁଇଁତଲା ବ୍ଳକ ବୁବେଲ ଗାଁ କୁ ସଚେତନ ଯୁବକମାନେ ଲକ ଡାଉନ୍ କରିଛନ୍ତି ।ଆଜି ସାପ୍ତାହିକ ବଜାର ବାତିଲ କରାଯାଇଥିଲା କିନ୍ତୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଁର ବିଭିନ୍ନ ସ୍ଥାନରେ ପରିବା ଆଦି ଜିନିଷ ବିକାକିଣା ପାଇଁ ସୁବିଧା କରି ସାମାଜିକ ଦୂରତା ରକ୍ଷା ପାଇଁ ଚେଷ୍ଟା କରିଛନ୍ତି…
Read More...

ପିଏମ୍ ମୋଦି ସେୟାର କଲେ ଯୋଗାସନର ଭିଡିଓ, କହିଲେ ଏଥିରେ ସ୍ୱାସ୍ଥ୍ୟ ଓ ମନ ରହିବ ପ୍ରସନ୍ନ

ନୂଆଦିଲ୍ଲୀ : କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ କିପରି ଫିଟ୍ ରହିପାରିବେ ସେହିଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଯୋଗାସନର ଏକ ଭିଡିଓ ସୋସିଆଲ ସାଇଟ୍ ସେୟାର କରିଛନ୍ତି । …
Read More...

ଭୋକିଲା ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ

ସମ୍ବଲପୁର : ସବୁଆଡେ ଲକଡାଉନ କଡାକଡି ଭାବେ ପାଳନ କରା ଯାଉ ଥିବାରୁ ଅନେକ ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ଓ ସେମାନେ ଭୋକ ଉପାସ ରେ ଅସହାୟ ପଡି ରହିଛନ୍ତି । ଏପରି ଅସହାୟ ଲୋକଙ୍କ ପାଖକୁ ଭୋଛନ ପହଞ୍ଚାଇବା ପାଇଁ ପ୍ରଶାସନ ସହିତ କିଛି ସ୍ବେଚ୍ଛାସେବୀ ଆଗେଇ ଆସିଛନ୍ତି । ସମ୍ବଲପୁର ନଗର…
Read More...

ବଣ୍ଟା ହେଲା ପିଡିଏସ୍ ସାମଗ୍ରୀ ଓ ସାମାଜିକ ସୁରକ୍ଷା ଭତ୍ତା

ଭଦ୍ରକ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଚାଉଳ ଓ ଗହମ ସେମାନଙ୍କ ଘରେ ପହଞ୍ଚାଇ ବଣ୍ଟନ କରାଯିବା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏହା ସହିତ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଧବା, ବୃଦ୍ଧ, ଭିନ୍ନକ୍ଷମ ଭତ୍ତା ମଧ୍ୟ ହତିଧିକାରୀଙ୍କ…
Read More...

ପିସିଆର୍ ପାଲଟିଲା ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିଲା ବେଳେ ଦିଲ୍ଲୀରେ ଜଣେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଦିଲ୍ଲୀ ପିସିଆର୍ ଭ୍ୟାନ୍ । ସୂଚନାଯୋଗ୍ୟ, ଦିଲ୍ଲୀ ମୈଦାନ ଗରି ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା…
Read More...

କରୋନା ପାଇଁ ରାସ୍ତାଘାଟ ବିଶୋଧିତ

ସମ୍ବଲପୁର : ଜନସାଧାରଣ ଙ୍କୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ଗତରାତି ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରାସ୍ତାଘାଟର ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଗତରାତି ରେ ସ୍ଥାନୀୟ ଖେତରାଜପୁର ଅଞ୍ଚଳରେ ଅଗ୍ନିଶମ ବାହିନୀ ର ସାହାଯ୍ୟ ରେ ଏହା ଆରମ୍ଭ ହେଲା । ଏହି ବିଶୋଧନ ପାଇଁ…
Read More...

ଗାଁ ଗହଳିରେ ସଚେତନତା ବଢୁଛି

ସମ୍ବଲପୁର : କରୋନା ବିରୂଦ୍ଧ ରେ ଗାଁ ଗହଳିର ଲୋକଙ୍କ ସଚେ ତନତା ର ବାର୍ତ୍ତା ନେଇ ଆଶାକର୍ମୀ ଓ ଆଙ୍ଗନ ବାଡି କର୍ମୀ ବୁଲୁଛନ୍ତି । ସେମାନେ ଜନସାଧାରଣ ଙ୍କ ମଧ୍ୟରେ ନିଶୁଳ୍କ ମାସ୍କ ବାଣ୍ଟିବା ସହିତ ସାବୁନ ରେ କିପରି ହାତ ଧୋଇବା ଉଚିତ, ତାହା କରି ଦେଖାଇ ବୁଝାଉଛନ୍ତି । ଏପରି ସମୟରେ ମଧ୍ୟ…
Read More...

ଶହେ ପ୍ରତିଶତ କରଜ ଟଙ୍କା ଦେବେ ମାଲ୍ୟା

ଲଣ୍ଡନ: କରୋନା ଭାଇରସ୍ ଭଳି ମାରାତ୍ମକ ମହାମାରୀରେ ସାରା ବିଶ୍ୱ କବଳିତ ଥିବା ବେଳେ ସମସ୍ତ ଦେଶ ସାହାଯ୍ୟର ହାତ ପତାଇଛନ୍ତି । ଆହୁରି ମଧ୍ୟ ଶିଳ୍ପପତିମାନଙ୍କ ଠାରୁ ସାହାଯ୍ୟ ରାଶି ପାଉଛନ୍ତି । କିନ୍ତୁ ଏତିକି ବେଳେ ଭାରତରୁ ବିଭିନ୍ନ ବ୍ୟାଙ୍କରୁ ଋଣ କରି ହଜାର ହଜାର କୋଟି ଖିଲାପ କରି…
Read More...

ପୁଣି ନିବେଦନ କଲେ କେଜ୍ରିୱାଲା : ଘରେ ରୁହନ୍ତୁ,ଗୀତା ପଢ଼ନ୍ତୁ

ନୂଆଦିଲ୍ଲୀ : କରୋନା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ରେ ବନ୍ଦୀ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣିଥରେ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେଉଁଠାରେ ଅଛନ୍ତି ସେହିଠାରେ ରୁହନ୍ତୁ । ଯଦି ବାହାରକୁ ବାହାରି ବୁଲାବୁଲି କରିବେ, ବିନା…
Read More...