ଗାଁ ଗହଳିରେ ସଚେତନତା ବଢୁଛି

0 108

ସମ୍ବଲପୁର : କରୋନା ବିରୂଦ୍ଧ ରେ ଗାଁ ଗହଳିର ଲୋକଙ୍କ ସଚେ ତନତା ର ବାର୍ତ୍ତା ନେଇ ଆଶାକର୍ମୀ ଓ ଆଙ୍ଗନ ବାଡି କର୍ମୀ ବୁଲୁଛନ୍ତି । ସେମାନେ ଜନସାଧାରଣ ଙ୍କ ମଧ୍ୟରେ ନିଶୁଳ୍କ ମାସ୍କ ବାଣ୍ଟିବା ସହିତ ସାବୁନ ରେ କିପରି ହାତ ଧୋଇବା ଉଚିତ, ତାହା କରି ଦେଖାଇ ବୁଝାଉଛନ୍ତି । ଏପରି ସମୟରେ ମଧ୍ୟ ସେମାନେ ସାମାଜିକ ଦୂରତା ନିୟମ ପାଳନ କରିବା ଭୁଲୁ ନାହାନ୍ତି । ଜିଲ୍ଲାର ଯୁଯୁମୁରା ବ୍ଳକ ଅନ୍ତର୍ଗତ ବାହାମ ଗ୍ରାମ ପଞ୍ଚାୟତ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି

hiranchal ad1
Leave A Reply

Your email address will not be published.

three × 2 =