କରୋନା ପାଇଁ ରାସ୍ତାଘାଟ ବିଶୋଧିତ

0 94

ସମ୍ବଲପୁର : ଜନସାଧାରଣ ଙ୍କୁ କରୋନା ଦାଉରୁ ସୁରକ୍ଷିତ ରଖିବା ପାଇଁ ଗତରାତି ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ରାସ୍ତାଘାଟର ବିଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଗତରାତି ରେ ସ୍ଥାନୀୟ ଖେତରାଜପୁର ଅଞ୍ଚଳରେ ଅଗ୍ନିଶମ ବାହିନୀ ର ସାହାଯ୍ୟ ରେ ଏହା ଆରମ୍ଭ ହେଲା । ଏହି ବିଶୋଧନ ପାଇଁ ଅନୁମୋଦିତ ରସାୟନିକ ଘୋଳକୁ ପାଣିରେ ମିଶାଇ ଉଚ୍ଚ ଚାପରେ ସିଞ୍ଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁସାରେ ନଗର ନିଗମ ପକ୍ଷରୁ ପର୍ଯ୍ଯାୟ କ୍ରମେ ସବୁ ଅଞ୍ଚଳ ବିଶୋଧିତ କରାଯିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

10 + twelve =