ଶହେ ପ୍ରତିଶତ କରଜ ଟଙ୍କା ଦେବେ ମାଲ୍ୟା

0 590

ଲଣ୍ଡନ: କରୋନା ଭାଇରସ୍ ଭଳି ମାରାତ୍ମକ ମହାମାରୀରେ ସାରା ବିଶ୍ୱ କବଳିତ ଥିବା ବେଳେ ସମସ୍ତ ଦେଶ ସାହାଯ୍ୟର ହାତ ପତାଇଛନ୍ତି । ଆହୁରି ମଧ୍ୟ ଶିଳ୍ପପତିମାନଙ୍କ ଠାରୁ ସାହାଯ୍ୟ ରାଶି ପାଉଛନ୍ତି । କିନ୍ତୁ ଏତିକି ବେଳେ ଭାରତରୁ ବିଭିନ୍ନ ବ୍ୟାଙ୍କରୁ ଋଣ କରି ହଜାର ହଜାର କୋଟି ଖିଲାପ କରି ଦେଶରୁ ଖସି ପଳାଇ ବିଦେଶରେ ଆତ୍ମଗୋପନ କରିଥିବା କିଙ୍ଗ୍‌ଫିସର ବିଜୟ ମାଲ୍ୟା ମଧ୍ୟ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ କରିବାକୁ ମନ ବଳାଇଛନ୍ତି । ସେ କହିଛନ୍ତି ଯେ, ମୁଁ କରିଥିବା ଋଣ ଶହେ ପ୍ରତିଶତ ଶୁଝିବାକୁ ନାରାଜ । ଏଭଳି ପରିସ୍ଥିତିରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋର ନିବେଦନକୁ ଶୁଣିବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

five × five =