ସଚେତନ ହେଲେ ଯୁବସମାଜ : ଗାଁକୁ ଲକଡାଉନ କରିବା ପାଇଁ ଅଣ୍ଟାଭିଡିଲେ

0 204

ପୁଇଁତଲା ବ୍ଳକ ବୁବେଲ ଗାଁ କୁ ସଚେତନ ଯୁବକମାନେ ଲକ ଡାଉନ୍ କରିଛନ୍ତି ।ଆଜି ସାପ୍ତାହିକ ବଜାର ବାତିଲ କରାଯାଇଥିଲା କିନ୍ତୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗାଁର ବିଭିନ୍ନ ସ୍ଥାନରେ ପରିବା ଆଦି ଜିନିଷ ବିକାକିଣା ପାଇଁ ସୁବିଧା କରି ସାମାଜିକ ଦୂରତା ରକ୍ଷା ପାଇଁ ଚେଷ୍ଟା କରିଛନ୍ତି ସୂଚାଇ ଦିଆଯାଏ ଯେ ବୁବେଲ ଠାରେ ଅବସ୍ଥିତ ମଦଭାଟିରୁ ଚୋରାରେ ଦେଶୀ ମଦ ଚାଲାଣକୁ ରୋକିବା ପାଇଁ ସେ ରାସ୍ତାକୁ ବନ୍ଦ କରିଛନ୍ତି ଅନ୍ୟ ରାସ୍ତାରେ ଆବଶ୍ୟକତା ବୁଝିବା ପରେ ଛଡାଯିବ ବୋଲି କହିଛନ୍ତି

hiranchal ad1
Leave A Reply

Your email address will not be published.

twelve − 11 =