Monthly Archives

March 2020

ସଲମାନଙ୍କ ଭଣଜାଙ୍କ ମୃତ୍ୟୁ

କୋଲକାତା: ଗତକାଲି ବଲିଉଡ୍‌ର ସୁପରଷ୍ଟାର ସଲମନ୍ ଖାଁନ୍ ୨୫ ହଜାର ଅଭିନେତା/ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଖୁସି ମନାଉଥିବା ବେଳେ ଆଜି ତାଙ୍କ ନିଜ ପାଇଁ ଏକ ଦୁଃଖଦ ସମୟ ପଡ଼ିଛି । ଗତକାଲିର ଖୁସି ଆଜି ପାଣି ଫୋଟକା ଭଳି ଉଭେଇ ଯାଇଛି । ଖବରରରୁ ପ୍ରକାଶ ଯେ, ସଲମାନ୍ ଖାଁଙ୍କ…
Read More...

ସାବାସ୍ ଆଦ୍ୟାଶା : ୪ବର୍ଷର ସଞ୍ଚିତ ଅର୍ଥ ଦାନ କଲେ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆଇଆରଇଏଲ୍ ସ୍କୁଲର ଛାତ୍ରୀ ଆଦ୍ୟାଶା ଆଦ୍ୟାସ୍ମିତା କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ଦୀର୍ଘ ୪ବର୍ଷ ଧରି ସେ ନିଜ ସରାଗାତରେ ଯେଉଁ ଅର୍ଥ ସଂଚୟ କରି ରଖିଥିଲେ, ସେହି ଅର୍ଥକୁ ସେ ସିଏମଆରଏଫ୍ କୋଭିଡ-୧୯…
Read More...

ଜାପାନର ମନୋରଂଜନ ଦୁନିଆରେ କରୋନା ଲଗାଇଲା ଦାଗ

ଟୋକିଓ୍‌: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଏହା ଆଜିସୁଦ୍ଧା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ସାଢ଼େ ସାତ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିିକତ୍ସିତ ହେଉଛନ୍ତି । ଏହି ମହାମାରୀ ଭଳି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ…
Read More...

ଭିନିଲ୍ କ୍ରିଷ୍ଣା ହେଲେ ବାଲକ୍ରିଷ୍ଣାନ୍‌ଙ୍କ ଓଏସ୍‌ଡି

ଭୁବନେଶ୍ୱର: ୨୦୦୫ ବ୍ୟାଚର ବରିଷ୍ଠ ପ୍ରଶାସକ ଭିନିଲ୍ କ୍ରିଷ୍ଣାଙ୍କୁ ରାଜ୍ୟ ସରକାର ଆଜି ଆହୁରି ଅଧିକ ଗୁରୁଦାୟିତ୍ୱ ଦେଇଛନ୍ତି । ଅଦ୍ୟାବଧି ସେ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଓ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ପଦବୀରେ ଦାୟିତ୍ୱ ତୁଲାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ…
Read More...

କରୋନା ଯୋଡ଼ିଲା ଓଡ଼ିଶା ଇତିହାସରେ ନୂଆ ଅଧ୍ୟାୟ :ଦେଢ଼ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ବିଲ୍ ପାରିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ବିଶ୍ୱବ୍ୟାପୀ କାୟା ମେଲାଇଥିବା ମହାମାରୀ କରୋନା ଏକ ନୂଆ ଫର୍ଦ୍ଦ ସୃଷ୍ଟି କରିଛି । ଷୋଡ଼ଶ ବିଧାନସଭାର ବଜେଟ୍ ଅଧିବେଶନ ଲୋକସେବା ଭବନର କନଭେନ୍‌ସନ୍ ସେଣ୍ଟରରେ ଆଜି ବସିଥିଲା । ଗୃହକାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ…
Read More...

ଲକଡାଉନରେ ପୁଲିସକୁ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: ମଣିଷପଣିଆକୁ ସମ୍ମାନ ଜଣାଇ ଭିଏସ୍‌ଏସନଗରର ବିଶିଷ୍ଟ ସମାଜସେବୀ ତଥା ଯୁବନେତା ଡ. ପ୍ରକାଶ ତ୍ରିପାଠୀଙ୍କ ସହାୟତାରେ ପ୍ରଚଣ୍ଡ ଖରାରରେ ନିଜର ଦାୟିତ୍ୱ ନିର୍ବାହ କରୁଥିବା କିଛି ପୁଲିସଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏହାସହ ଲକଡାଉନ ପରିସ୍ଥିତିରେ ରାସ୍ତାକଡରେ ବୁଲୁଥିବା ଷଣ୍ଢ,…
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :ଶ୍ରମିକଙ୍କ ପାଇଁ କ’ଣ କରିଛ ଜଣାଅ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିବା ବେଳେ ସଂପୃକ୍ତ ରାଜ୍ୟଗୁଡିକ ସୀମା ସିଲ୍ କରିଦେଇଛନ୍ତି । ତେବେ ଅଟକି ଥିବା ଶ୍ରମିକମାନଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ଠିକ୍…
Read More...

କରୋନା ମୁକାବିଲା :ସହାୟତା ଦେଲେ କଣ୍ଟାମାଳ ବିଧାୟକ

ବୌଦ୍ଧ: କରୋନାର ମୁକାବିଲା ପାଇଁ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଏବଂ ବିଧାୟକ ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରୁଛନ୍ତି । ଏହିକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ରିଲିଫ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଅର୍ଥ ଚେକ୍ ଆକାରରେ ପ୍ରଦାନ…
Read More...

ଖୁବଶୀଘ୍ର ନୂଆ ଅଲିମ୍ପିକ୍ସ ତାରିଖ ଘୋଷଣା

ଟୋକିଓ :କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଏହାକୁ ଏକ ଭିନ୍ନ ତାରିଖରେ ଅନୁଷ୍ଠିତ କରାଇବା ଲାଗି ଉଦ୍ୟମ ଜାରି ରହିଛି । ଅଲିମ୍ପିକ୍ସ ପାଇଁ ଖୁବଶୀଧ୍ର ନୂଆ ତାଲିକା ଘୋଷଣା କରାଯିବ । ଚଳିତ ସପ୍ତାହର ଶେଷ ଆଡକୁ ଏହି…
Read More...

ତୃତୀୟ ଷ୍ଟେଜରେ ପହଞ୍ଚିନି ଭାରତ, କରୋନା ମୁକାବିଲା ୧୦ଟି କମିଟି ଗଠନ କଲେ ପିଏମ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଏବେବି ନିୟନ୍ତ୍ରଣ ଅବସ୍ଥାରେ ରହିଛି । ଏହା ତୃତୀୟ ଷ୍ଟେଜରେ ପହଞ୍ଚିନାହିଁ । ଅର୍ଥାତ୍ ଦ୍ୱିତୀୟ ପର୍ଯ୍ୟାୟରେ ସୀମିତ ରହିଛି । ଗୋଷ୍ଠୀ ସଂକ୍ରମଣକୁ ହିଁ ତୃତୀୟ ଷ୍ଟେଜ୍ ବୁଝାଯାଏ । ସେହି ଷ୍ଟେଜକୁ ଯେପରି ଦେଶ ନ ଯିବ, ସେଥିଲାଗି…
Read More...