କରୋନା ମୁକାବିଲା :ସହାୟତା ଦେଲେ କଣ୍ଟାମାଳ ବିଧାୟକ

0 117

ବୌଦ୍ଧ: କରୋନାର ମୁକାବିଲା ପାଇଁ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଏବଂ ବିଧାୟକ ଓ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରୁଛନ୍ତି । ଏହିକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ରିଲିଫ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଅର୍ଥ ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ତାଙ୍କର ଏହି ସହାୟତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 2 =